ତିନି ଜଣ ଠକଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା, ଗୋଟିଏ ଲାପଟପ୍, ୧୪ଟି ମୋବାଇଲ୍ ଓ ତିନୋଟି ପାସ୍ବୁକ୍ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ବହୁସ୍ତରୀୟ ସୁରକ୍ଷା, ହୋଟେଲରେ ମୁତୟନ ହେବେ ଏଚ୍‌ଆଇଟି ସ୍କ୍ବାଡ୍‌

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ପ୍ରତିନିଧିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଯାଜପୁରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଯାଜପୁର: ଯାଜପୁରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା। ତିନିଦିନିଆ ଗସ୍ତରେ ଯାଇ ପ୍ରଥମ ଦିନରେ ମିଶନ ଶକ୍ତି ମହିଳା ଓ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। କଲେଜର ରୂପାନ୍ତରଣ ସହ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ନିଜ ଛାତ୍ର ଜୀବନର ଅନୁଭୂତି ବଖାଣିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । Post Views: 7 […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଆଜି ଏହା କହିଛନ୍ତି। ମୈନପୁରୀରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ସିଂହ କହିଛନ୍ତି ଯେ ସମଗ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ

ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ । ଘରେ ଘରେ ପିଠାପଣା ଓ ମିଠାର ମହକ । ଭାଇ ହାତରେ ଭଉଣୀ […]

ସଂପୂର୍ଣ୍ଣ ପଢନ୍ତୁ

ପିସିଏସ ଜ୍ୟୋତିଙ୍କ ଉପରେ ଲଗାଇଥିବା ଆରୋପ ଫେରାଇ ନେଲେ ସ୍ବାମୀ

ପ୍ରୟାଗରାଜ: ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କର ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ କିଛି ଦିନ ତଳେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଥିଲା। ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇ ମାମଲା ପାରିବାରିକ ଅଦାଲତରେ ପହଞ୍ଚି ଯାଇଥିଲା। ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଥିଲେ ଯେ ସେ ଜ୍ୟୋତିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ ଶାସକ ବିଜେଡିକୁ କଡ଼ା ସମାଲୋଚନା କରିଛି ବିଜେପି। ବିଜୁ ଜନତା ଦଳର ନେତାଙ୍କ ଲୋକପ୍ରିୟତା ହ୍ରାସ ପାଇବା ପରେ ଏବେ ବିଜୁ ଜନତା ଦଳ ସମସ୍ୟାରେ ପଡ଼ିଥିବା ଦାବି କରି ଭାରତୀୟ ଜନତା […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ୟାସ ଟାଙ୍କି ଫାଟି ଯୁବତୀଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ରାମଚଣ୍ଡୀ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି । ସଦର ଥାନା ଅଧିନ ରାମଚଣ୍ଡୀ ଗ୍ରାମର କାଳୁ ଚରଣ ବଳିଆରସିଂଙ୍କ ଝିଅ ସଂଘମିତ୍ରା ବଳିଆରସିଂ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଅଚାନକ ଗ୍ୟାସ ଟାଙ୍କି ଫାଟି ଥିଲା । ଫଳରେ ଯୁବତୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ  ଡାକ୍ତର ତାଙ୍କୁ ମୃତ […]

ସଂପୂର୍ଣ୍ଣ ପଢନ୍ତୁ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ଆସନ୍ତା ୧୧ ତାରିଖରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା। ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ହାତୀ ମୃତ୍ୟୁ ରୋକିବା ନେଇ ରାଜ୍ୟରେ ହୋଇଥିବା ପଲିସି ସମ୍ପର୍କରେ ଏହି ବୈଠକରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୧୧ ତାରିଖ ଅପରାହ୍ନ ସାଢେ ୪ ଟାରେ ବସିବ ଏହି ବୈଠକ। ଜଏଣ୍ଟ ଟାସ୍କଫୋର୍ସ ସହିତ ଆବେଦନକାରୀ ଓ ଇଣ୍ଟରଭେନର ଓକିଲ ସାମିଲ ହେବେ । କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ। ସେହି […]

ସଂପୂର୍ଣ୍ଣ ପଢନ୍ତୁ

ତାଇୱାନକୁ ନିଜର ଦର୍ଶାଇ ମ୍ୟାପ୍‌ ଜାରି କଲା ଚାଇନା

ପୁଣିଥରେ ଭାରତକୁ ଉସକାଇବା ସହ ତାଇୱାନକୁ ନିଜର ବୋଲି କହିଛି ଚାଇନା। ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି କହି ଗୋଟିଏ ମ୍ୟାପ୍‌ ଜାରି କରିଛି। କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଭାରତ ଠାରୁ ୧୯୬୨ ଛଡ଼ାଇ ନେଇଥିବା ଅକସାଇ ଚୀନକୁ ମଧ୍ୟ ଚାଇନା ତା’ ମ୍ୟାପ୍‌ରେ ନିଜ ସୀମାନ୍ତ ଅଞ୍ଚଳ ଭାବେ ମ୍ୟାପ୍‌ରେ ସ୍ଥାନ ଦେଇଛି। ପଡ଼ୋଶୀ ତାଇୱାନ ଓ ଦକ୍ଷିଣ ଚୀନ ସାଗରକୁ ନେଇ ବିବାଦ ଲାଗି ରହିଛି। ଏହି ଦୁଇ ଅଞ୍ଚଳକୁ […]

ସଂପୂର୍ଣ୍ଣ ପଢନ୍ତୁ