ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ଠାରେ ଥିବା ଏକ ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି | ପାଠ ପଢ଼ୁଥିବା ଛାତ୍ର ଜଣଙ୍କ ଜଣେ 11 ବର୍ଷର ଭିନ୍ନକ୍ଷମ ଶିଶୁ | ତାଙ୍କୁ ମାଡ଼ ମରାଯିବା ଯୋଗୁ ସେ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି | ଭଦ୍ରକ ବ୍ଲକ ଅଧିନସ୍ଥ କୋରକୋରା ଅଂଚଳର ରୁକ୍ମଣୀ ଜେନାଙ୍କ 11 ବର୍ଷର ଭିନ୍ନକ୍ଷମ ପୁଅ ଏହି ସ୍କୁଲରେ […]

ସଂପୂର୍ଣ୍ଣ ପଢନ୍ତୁ

ଇରାନରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୯ ମୃତ

ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି  ।  ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ । ତୀର୍ଥଯାତ୍ରୀ ବସ୍‌ ପବିତ୍ର ଶିୟା […]

ସଂପୂର୍ଣ୍ଣ ପଢନ୍ତୁ

LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

ନୂଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ମିଳିବ ଏହି ରିହାତି । ଏହି  ଘୋଷଣା ପରେ ହିତାଧିକାରୀଙ୍କୁ ମିଳିଛି ଆଶ୍ୱସ୍ତି । ମହଙ୍ଗାମାଡରେ ଛଟପଟ ହେଉଥିବାବେଳେ ଏହି ୨୦୦ ଟଙ୍କାର ସବସିଡି ଆଶ୍ୱସ୍ତି ଦେଇଛି ।  ଆଗକୁ ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ

ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସୁବିଧାକୁ ସମ୍ପ୍ରସାରିତ କରି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ନାମ ବର୍ତ୍ତମାନ ଏହି ଯୋଜନାରେ ତାଲିକାଭୁକ୍ତ ହୋଇନାହିଁ, କିନ୍ତୁ ସେମାନଙ୍କ ପିତାମାତା ଏଥିରେ ତାଲିକାଭୁକ୍ତ ହୋଇସାରିଛନ୍ତି। ବିଏସକେଓ୍ୱାଇ ସେବା ଯୋଗାଉଥିବା ସମସ୍ତ ହସ୍ପିଟାଲକୁ ଚିଠି ଲେଖି ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛି ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ଏମପିରେ ୧୦ ହଜାର କିମି ଚାଲିବ ବିଜେପି

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ ପଦକ୍ଷେପ ନିଆଯାଇଛି। ସେପଟେ ଦଳର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏମପିକୁ ଫୋକସ କରୁଛନ୍ତି। ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ସେପ୍ଟେମ୍ବର ତିନି ତାରିଖରେ ସତନା ଗସ୍ତ କରିବେ। ନିର୍ବାଚନ ପୂର୍ବରୁ ଏମପିରେ ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ବଂଶଧାରାରେ ଭାସିଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ରାୟଗଡା: ଗତକାଲି ମୀନାଝୋଲା ଶୈବପୀଠ ନିକଟରେ ଥିବା ତ୍ରିବେଣୀ ସଂଗମରେ ଗାଧୋଇବା ସମୟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ଦୁଇଜଣ ଶିଶୁକୁ ୫ କିଲୋମିଟର ଦୂରରୁ ଉଦ୍ଧାର କରା ଯାଇଛି । ଗତକାଲି ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସି ମାନେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ରତ୍ନାକର ବଡନାୟକ (୯) ଏବଂ ସୌମିତ ବଡସେଠ (୧୦) ଖୋଜାଖୋଜି ଜାରି […]

ସଂପୂର୍ଣ୍ଣ ପଢନ୍ତୁ

ଯେକୌଣସି ସମୟରେ ହୋଇପାରେ ସାଧାରଣ ନିର୍ବାଚନ : ନୀତୀଶ କୁମାର

ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାନ କଥା କହିଛନ୍ତି। ଯେକୌଣସି ସମୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ସେମାନେ ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବେ ବୋଲି କୌଣସି […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍

ଭୁବନେଶ୍ୱର:  ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୨ ତାରିଖ ଘୋଷଣା  । ଅକ୍ଟୋବର ୧୫ ତାରିଖ ରବିବାର ଦିନ ହେବ ପ୍ରିଲିମ୍‌ ପରୀକ୍ଷା  । ପରୀକ୍ଷା ନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ   । ପରୀକ୍ଷାର ବିସ୍ତୃତ ବିବରଣୀ ଓପିଏସସି ପରେ ଘୋଷଣା କରିବ । ଓପିଏସସି ପକ୍ଷରୁ କୁହାଯାଇଛି,  ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଜଣାଇ ଦିଆଯିବ । ଏଥିସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟ ଆଗାମୀ […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ। ମେଣ୍ଟ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇରେ ହେବାକୁ ଥିବା ବୈଠକରେ INDIA ମେଣ୍ଟର ସଂଯୋଜକ ରୂପେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଘୋଷଣା ହୋଇପାରେ। ମେଣ୍ଟରେ ସାମିଲ ଥିବା ଦଳଗୁଡ଼ିକ ଆଗାମୀ ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଛନ୍ତି। ସୂତ୍ର ଅନୁସାରେ, ଖଡ୍‌ଗେ ଜଣେ ଦଳିତ ଚେହେରା ସହିତ ବରିଷ୍ଠ ନେତା ହୋଇଥିବାରୁ ସେ […]

ସଂପୂର୍ଣ୍ଣ ପଢନ୍ତୁ

ଗୁରୁବାର ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ। ଟାରୋଟି ବଡ଼ ରାକ୍ଷୀ ସହ ପ୍ରସ୍ତୁତ ହେଉଛି ଗୁଆମାଳ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ […]

ସଂପୂର୍ଣ୍ଣ ପଢନ୍ତୁ