ବେଲ୍ ପରେ ପୁଣି ଜେଲ୍ ଗଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍
ଇମ୍ରାନଙ୍କ ପିଛା ଛାଡୁନି ସମସ୍ୟା। ବେଲ୍ ପରେ ପୁଣି ଜେଲ୍ ଯାଇଛନ୍ତି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପରେ ପୁଣି ଗିରଫ ହୋଇଛନ୍ତି ଇମ୍ରାନ୍। ଆଗାମୀ ଫୈସଲା ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଇମ୍ରାନ୍। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ତାଙ୍କୁ ସାଇଫର୍ ମାମଲାରେ ଗିରଫ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ କନଫିଡେଣ୍ଟାଲ୍ ଡିପ୍ଲୋମାଟିକ୍ କେବୁଲ (ସାଇଫର)ର […]
ସଂପୂର୍ଣ୍ଣ ପଢନ୍ତୁ