ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ
ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ ବର୍ଷ ଧରି ବେଙ୍ଗାଲୁରୁରେ ଏକାଠି ରହୁଥିଲେ। ସେମାନେ କଲେଜରୁ ପରସ୍ପରକୁ ଜାଣିଥିଲେ ଏବଂ ବେଙ୍ଗାଲୁରୁର କୋରାମଙ୍ଗଲାଠାରେ ଏକ ସେଲ୍ସ ଏବଂ ମାର୍କେଟିଂ ଫାର୍ମରେ କାମ କରୁଥିଲେ। ଶନିବାର ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଦେବା […]
ସଂପୂର୍ଣ୍ଣ ପଢନ୍ତୁ