ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କଲା ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ : ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ। ଏଥିସହ ସେଠାରେ 30 ଦିନ ମଧ୍ୟ ରହିପାରିବେ ବୋଲି ଥାଇ ପର୍ଯ୍ୟଟନ ଘୋଷଣା କରିଛି।ଅଧିକ ପର୍ଯ୍ୟଟକଙ୍କ ଆଗମନ ପାଇଁ ଥାଇଲ୍ୟାଣ୍ଡ ସରକାର ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ପାଇଁ ଭିସା […]

ସଂପୂର୍ଣ୍ଣ ପଢନ୍ତୁ

ହ୍ୟାକରର ଦାବି, ଲିକ୍ ହୋଇଛି ୮୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ!

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ହ୍ୟାକିଂ। ୮୧ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଗୋପନ ତଥ୍ୟା ଲିକ୍ ହୋଇଛି। ଲିକ୍ ହୋଇଥିବା ଡାଟା ଆଇସିଏମ୍ଆରର ବୋଲି ଜଣାପଡ଼ିଛି। କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହୀତ କରିଥିବା ଆଇସିଏମଆରର ୱେବରୁ ଏହିସବୁ ଡାଟା ଲିକ୍ କରାଯାଇଛି।ତେବେ ଲିକ୍‌ର କେନ୍ଦ୍ରସ୍ଥଳ କେଉଁଠି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହ୍ୟାକରଙ୍କ ଦ୍ୱାରା ଶେଆର୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଚୋରି ହୋଇଥିବା ତଥ୍ୟରେ ଲୋକଙ୍କର ଆଧାର ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଙ୍କରେ ପଶିଲା ବନ୍ୟା ଜଳ, ନଷ୍ଟ ହେଲା ୪୦୦ କୋଟି ଟଙ୍କାର ନୋଟ୍

ନୂଆଦିଲ୍ଲୀ : ବ୍ୟାଙ୍କ୍ ଟଙ୍କା ନଷ୍ଟ ନେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ ୪୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ ହୋଇଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା। ଏକାଧିକ କୋଠାବାଡ଼ିକୁ ଜଳମଗ୍ନ କରିଦେଇଥିଲା ବନ୍ୟା […]

ସଂପୂର୍ଣ୍ଣ ପଢନ୍ତୁ

ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି। ପୂରା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଉଭୟ ଦେଶର ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛନ୍ତି।ୟୁକ୍ରେନର ଅଧିକାରୀମାନେ ଘଟଣା ପାଇଁ ରୁଷ ସୈନ୍ୟଙ୍କୁ ଦାୟୀ କରିଛନ୍ତି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ

ମରାଠା କୋଟା ଆନ୍ଦୋଳନକୁ ନେଇ ଇସ୍ତଫା ଦେଲେ ଦୁଇ ସାଂସଦ

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍‌ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ଗତକାଲି ନିଆଁ ଲଗାଇ ଦେଇଥିଲେ। ଅନ୍ୟପଟେ ଆଜି ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ ଶିବସେନା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ସେହିପରି ନାଶିକ ସାଂସଦ ହେମନ୍ତ ଗୋଡସେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ୨ ତାରିଖରେ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରେ: ଅତିଶି

ନୂଆଦିଲ୍ଲୀ: ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ କେଜ୍ରିୱାଲଙ୍କୁ ସମନ ପରେ ଏବେ ଆପ ମୁଣ୍ଡରେ ଚଡକ ପଡିଛି | ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

୫୨ ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି | ଉଲ୍ଲେଖ ଥାଉ କି ସ୍କିଲ୍ ଡେଭଲପମେଣ୍ଟ ସ୍କାମ ମାମଲାରେ ତାଙ୍କୁ ରାଜ୍ୟ ପୁଲିସ ଗିରଫ କରିଥିଲା। ତେବେ ତାଙ୍କୁ ଅନେକ ସର୍ତ୍ତ ଆଧାରରେ ଏହି ଜାମିନ ପ୍ରଦାନ କରାଯାଇଛି। ୨୪ ନଭେମ୍ବରରେ ନାଇଡୁଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ମୋଦୀଜୀ ମୋ ଫୋନ୍ ନେଇଯାଆନ୍ତୁ: ରାହୁଲ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମା ​​ଆଦାନୀଙ୍କ ପାଖରେ ଅଛି | ସେହିପରି ଆପଲ୍ ଆଲର୍ଟ ସମ୍ପର୍କରେ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆଦାନୀ ପ୍ରସଙ୍ଗରେ ଆମେ ସରକାରଙ୍କୁ ଏପରି ଘେରିଛୁ ଯେ ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ବାଚନ ପୂର୍ବରୁ ଏହି କାରଣରୁ ଆପ ନେତାଙ୍କୁ ବାନ୍ଧି ନେଇଗଲା ପୁଲିସ

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟି କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ ବୋଲି ସୂଚନା ରହିଛି।ଏହି କ୍ରମରେ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ମୋରେହସ୍ଥିତ ରାଜ୍ୟ-ବିଏସଏଫ୍ ହେଲିପ୍ୟାଡ୍ ନିର୍ମାଣସ୍ଥଳୀରେ ମଣିପୁର ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ/ନୂଆଦିଲ୍ଲୀ: ମିଆଁମାର ସୀମାରେ ଥିବା ବାଣିଜ୍ୟିକ ସହର ମଣିପୁରର ମୋରେହରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ସନ୍ଦିଗ୍ଧ ବିଦ୍ରୋହୀମାନେ ଜଣେ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।ଆଜି ସକାଳେ ହେଲିପ୍ୟାଡ୍‌ ପ୍ରକଳ୍ପ ଉପରେ ହୋଇଥିବା ଆକ୍ରମଣ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଚାଲିଥିବା ସଙ୍ଗୀନ୍‌ ପରିସ୍ଥିତି ମଧ୍ୟରେ ସୁରକ୍ଷା ବାହିନୀ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିକୁ ଆହୁରି ତୀବ୍ର କରିଛି।ଗତ କିଛି ମାସ ମଧ୍ୟରେ କୁକି ଜନଜାତି […]

ସଂପୂର୍ଣ୍ଣ ପଢନ୍ତୁ