ପୁଅ ଟନେଲ୍ରୁ ଉଦ୍ଧାର ହେବା ଆଗରୁ ମାନସିକ ଉଦ୍ବିଗ୍ନତାରେ ପ୍ରାଣ ହରାଇଲେ ବାପା
ରାଞ୍ଚି: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଅନ୍ତର୍ଗତ ସିଲ୍କ୍ୟାରା ସୁଡ଼ଙ୍ଗ ପଥ ମଧ୍ୟରେ ଫସି ରହିଥିବା ପୁଅକୁ ଉଦ୍ଧାର କରାଯିବା ଆଗରୁ ଝାଡ଼ଖଣ୍ଡରେ ଥିବା ତାଙ୍କ ୭୦ ବର୍ଷିୟ ବାପା ମାନସିକ ଉଦ୍ବିଗ୍ନତା ଯୋଗୁଁ ପ୍ରାଣ ହରାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ଓ ଭିତରେ ଅନ୍ୟମାନଙ୍କ ସମେତ ତାଙ୍କ ୨୮ ବର୍ଷିୟ ପୁଅ ଭକ୍ତୁ ଫସି ରହିଥିବା ଖବର ଶୁଣିବା ପରଠାରୁ ବାସେତ୍ ଓରଫ୍ ବାର୍ସା ମୁର୍ମୁ […]
ସଂପୂର୍ଣ୍ଣ ପଢନ୍ତୁ