ଫେବୃଆରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ୬ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବେ । ୭ରେ ରାଉରକେଲା କାର୍ଯ୍ୟକ୍ରମରେ ଯୋଗଦେବେ । ସୁନ୍ଦରଗଡ଼ରେ ଜନସଭା ଓ ଝାରସୁଗୁଡ଼ାରେ ରାତ୍ର ରହଣି କରିବେ । ୮ତାରିଖ ସକାଳେ ଜନସାଧାରଣଙ୍କୁ ଭେଟିବେ ରାହୁଲ। ଏହାପରେ ବେଲ ପାହାଡ଼ରେ କାର୍ଯ୍ୟକ୍ରମ […]
ସଂପୂର୍ଣ୍ଣ ପଢନ୍ତୁ