ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୁଲିସ୍

ଭୁବନେଶ୍ବର : ଏକ ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ପାଖାପାଖି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, ୪ଟି ବାଇକ୍, ୮ଟି ମୋବାଇଲ୍ ଓ ଲୁଟ୍ ପାଇଁ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଥିବା ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ […]

ସଂପୂର୍ଣ୍ଣ ପଢନ୍ତୁ

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତା’ ସହିତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ବଢ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ଘୋଷଣା। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୭୫ରୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁଁ

ଭୁବନେଶ୍ବର : ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ଆଜି ବିଜେପିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ। ଦଳର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ। ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ […]

ସଂପୂର୍ଣ୍ଣ ପଢନ୍ତୁ

ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ଯାପ , ପକ୍କା ରାସ୍ତା, ସ୍ୱେରେଜ୍ ସିଷ୍ଟମ୍ ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନି ଲୋକାର୍ପଣ ଅବସରରେ ଏହା କହିଛନ୍ତି। ସେ କହିଥିଲେ ଯେ […]

ସଂପୂର୍ଣ୍ଣ ପଢନ୍ତୁ

‘୧୭ ଲକ୍ଷ ନକଲି ଭୋଟର’ଙ୍କ ତାଲିକା ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟରେ ଥିବା ପ୍ରାୟ ୧୭ ଲକ୍ଷ ତଥାକଥିତ ନକଲି ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ନକଲି ଭୋଟରଙ୍କ ନାଁ,ଗାଁ ଓ ଠିକଣା ରହିଥିବା ତାଲିକାଗୁଡ଼ିକୁ ସେ ବ୍ୟାଗରେ ଭର୍ତ୍ତି କରି ନିର୍ବାଚନ କମିଶନଙ୍କ ନିକଟରେ ଦଖଲ କରିଛନ୍ତି। ବୁଧବାର ଶ୍ରୀ ଅଧିକାରୀ ୨୪ଟି ବ୍ୟାଗରେ ନକଲି ଭୋଟରଙ୍କ ତାଲିକା ସମ୍ପର୍କିତ କାଗଜପତ୍ର ଧରି ପଶ୍ଚିମବଙ୍ଗରେ ଥିବା ରାଜ୍ୟ ମୁଖ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଜାତିସଂଘରେ ଅପମାନିତ ହେଲା ପାକିସ୍ତାନ, କଶ୍ମୀର ପ୍ରସଙ୍ଗ ଉଠାଇବାରୁ ପାଇଲା କଡ଼ା ଜବାବ

ନୂଆଦିଲ୍ଲୀ : ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୫ତମ ଅଧିବେଶନରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ। ଜାତିସଂଘ ମାନବ ଅଧିକାର ପରିଷଦର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, “ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅବସ୍ଥା ଖୁବ୍ ଖରାପ। ଯେଉଁ […]

ସଂପୂର୍ଣ୍ଣ ପଢନ୍ତୁ

ମନଇଚ୍ଛା ଗୁରମିତ ରାମ ରହିମକୁ ପାରୋଲରେ ଛାଡ଼ି ପାରିବେନି ସରକାର

ଚଣ୍ଡୀଗଡ଼ : ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହଙ୍କୁ ହରିଆଣା ସରକାର ବାରମ୍ବାର ଜେଲରୁ ପାରୋଲରେ ଛାଡ଼ି ଦେଉଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏହି ଘଟଣାରେ ବଡ଼ ରାୟ ଦେଇଛନ୍ତି। ଆଉ ମନଇଚ୍ଛା ଗୁରମିତକୁ ଛାଡ଼ି ପାରିବେ ନାହିଁ ହରିଆଣା ସରକାର। ତା’କୁ ପାରୋଲରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ କୋର୍ଟରୁ […]

ସଂପୂର୍ଣ୍ଣ ପଢନ୍ତୁ

ହ୍ବିଲ୍‌‌ଚେୟାର୍‌ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ମାମଲା: ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ନିକଟ ଅତୀତରେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌କୁ ନେବା ପାଇଁ ସହାୟକ ଉପଲବ୍ଧ ନଥିବା କାରଣରୁ ଜଣେ ବୃଦ୍ଧଙ୍କର ପାଦରେ ଚାଲି ଚାଲି ଯାଇ ମୃତ୍ୟୁ ଘଟିଥିବା କଥା ଆମେ ଜାଣିଥିଲେ। ଏବେ ‌ସେହି ମାମଲାରେ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଛି। ଅଭିଯୋଗ ହୋଇଥିଲା ‌ଯେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କୁ ବିମାନମନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ୧.୫ କିଲୋମିଟର ବାଟ ପାଦରେ ଚାଲିବାକୁ ପଡ଼ିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାରାର ଆଦିବାସୀ ବହୁଳ ଅଞ୍ଚଳ ହରଇରେ ପହଞ୍ଚିଛନ୍ତି। ଜିଲ୍ଲାର ଚୌରାଇ ବିଧାନସଭାର ଚାନ୍ଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଭାଷଣ ଦେଉଦେଉ ସେ କାନ୍ଦି ପକାଇ ଥିବା ଦେଖିବାକୁ ମିଳିଛି। ମଞ୍ଚରେ କମଲନାଥ କହିଥିଲେ ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଏହା ହୁଏତ ଆପଣଙ୍କ ଇଛା ହୋଇଥାଇପାରେ। ମୁଁ ଏନେଇ ଆପଣମାନଙ୍କୁ କିଛି କହିବାକୁ ଚାହେଁନାହିଁ। ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ

ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା ଟିଏମସି

କୋଲକାତା: ଗତ କିଛି ଦିନ ଧରି ଫେରାର ଥିବା ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ତାଙ୍କୁ ଅଦାଲତରେ ହାଜର କରାଯାଇ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ପରେ ଏବେ ଶାହାଜାହାଁଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ସୂଚନାଯୋଗ୍ୟ, ରାସନ ଦୁର୍ନୀତିରେ ଇଡି ଅନେକ ଦିନ ଧରି ଶାହାଜାହାଁଙ୍କୁ ଖୋଜୁଥିଲା, […]

ସଂପୂର୍ଣ୍ଣ ପଢନ୍ତୁ