ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ନିର୍ବାଚନ ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏତେ ପରିମାଣରେ ଟଙ୍କା ମିଳିଛି । ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଅନ୍ୟ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ । ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଏହି ଟଙ୍କା ଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଛି । କେଉଁଠୁ ଓ କଣ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ନିଲମ୍ବିତ

ଜନତା ଦଳ (ସେକ୍ୟୁଲାର) ତଥା ଜେଡିଏସ୍‌ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହସନ ସାଂସଦ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ରହିଛି। ବର୍ତ୍ତମାନ ସେ ଦେଶ ବାହାରେ ଅଛନ୍ତି। କଣ୍ଣାଟକର ହୁବଳିରେ ଆଜି ଜେଡିଏସ୍‌ର ଏକ କୋର୍ କମିଟି […]

ସଂପୂର୍ଣ୍ଣ ପଢନ୍ତୁ

ନାମାଙ୍କନ ଭରିଲେ ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ

ବରଗଡ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ନିର୍ବାଚନ ମହୋଲ ମଧ୍ୟ ବେସ ସରଗରମ ହେବାରେ ଲାଗିଛି । କେଉଁଠି ପ୍ରଚାର ଚାଲିଛି ତ ଆଉ କେଉଁଠି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ଆଜି ବରଗଡ ଜିଲ୍ଲାରେ ୪୨ ଡିଗ୍ରୀ ଖରାକୁ ଭ୍ରୁକ୍ଷେପ ନ କରି ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅତାବିରା ବିଧାୟିକା ତଥା ଅତାବିରା ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ

ଢେଙ୍କାନାଳ  : ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ।  ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବେପରୁଆ ଗାଡି ଚଳା ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକ ହେଲେ ଶୁଭକାନ୍ତ ବେହେରା ।  ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଘର ସନ୍ତପୁର ଗାଁରେ । ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ଏଆରଆଇ

ଭୁବନେଶ୍ବର: ଜମିପଟ୍ଟା ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଧୀନ ବେଲଗାଁ ସହାୟକ ରାଜସ୍ବ ନୀରିକ୍ଷକ ରେସମା ମାଝୀ। ଶ୍ରୀମତୀ ମାଝୀ ଜଣେ ପ୍ରାଇଭେଟ୍‌ ବ୍ୟକ୍ତି, ଯାହାଙ୍କର ନାମ ବାବୁଲାଲ ନନ୍ଦଙ୍କ ମାଧ୍ୟମରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଅଭିଯୋଗକାରୀଙ୍କ ଜମିପଟ୍ଟା ମଂଜୁର କରାଇଦେବାକୁ ଶ୍ରୀ ନନ୍ଦଙ୍କ ମାଧ୍ୟମରେ ଶ୍ରୀମତୀ ମାଝୀ ୧୦,୦୦୦ ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର  : ଓଡିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ  । ଆଜି ସକାଳେ ହଟାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା । ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ

ଭୁବନେଶ୍ବର: ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସେ ଦଳ ଛାଡିଥିବା କୁହାଯାଉଛି । ଇସ୍ତଫା ଦେବାପରେ କାଳୁଚରଣ ଏକ ସାମ୍ବିଦିକ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତରାଖଣ୍ଡରେ ‘ପତଞ୍ଜଳି’ର ୧୪ଟି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ

ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିବା ବେଳେ କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ। ରାଜ୍ୟ ସରକାର ୧୪ଟି ପତଞ୍ଜଳି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଛନ୍ତି। ଦିବ୍ୟ ଫାର୍ମାସି ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଅଧିନରେ ଥିବା ୧୪ଟି ପ୍ରଡକ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ ସରକାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ, ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

ଭୁବନେଶ୍ବର: ଆଜି ବସିବ ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ। ଆଜି ଲୋକ ସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମେତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେବା ନେଇ ସୂଚନା ରହିଛି। ମୌସୁମୀ ପୂର୍ବକାଳୀନ ବାତ୍ୟା ମୁକାବିଲା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ କିଛି ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ମାଲକାନଗିରିରେ ଏନକାଉଣ୍ଟର, ଟଳିପଡ଼ିଲେ ୭ ମାଓବାଦୀ

ମାଲକାନଗିରି  : ଟଳିପଡ଼ିଲେ  ୭ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ।  ପୋଲିସ ଏନକାଉଣ୍ଟରରେ  ୭ ମାଓବାଦୀ ନିହତ । ଆବୁଝାମାଡ଼ ଜଙ୍ଗଲରେ ପୋଲିସର କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ । ଏବେବି ପୋଲିସ ମାଓବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି […]

ସଂପୂର୍ଣ୍ଣ ପଢନ୍ତୁ