ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ ଜାଣନ୍ତି ମୁଁ କାହାକୁ କେବେ ଅସମ୍ମାନ କରେନାହିଁ । କଟୁ କଥା କୁହେ ନାହିଁ । ଆପଣମାନେ ବିଶେଷକରି ମାଆମାନେ, ଯୁବବର୍ଗ ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରିଆସିଛି । ସବୁବେଳେ ଆପଣଙ୍କ ପଛରେ ଛିଡ଼ା ହୋଇଛି […]
ସଂପୂର୍ଣ୍ଣ ପଢନ୍ତୁ