ଭଦ୍ରକରେ ସୁଧୁରୁଛି ସ୍ଥିତି, ଆଜି ଲିଜ୍ ଲାଇନ ଇଣ୍ଟରନେଟ ସେବା ଆରମ୍ଭ
ଭଦ୍ରକ : ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ଉତ୍ତେଜନା ଘଟଣା । ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨୨ ଗିରଫ । ଉତ୍ତେଜନା ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି । ବିବାଦୀୟ ପୋଷ୍ଟ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ ପରିସ୍ଥିତି ଶାନ୍ତ ପଡୁଛି । ଧିରେ ଧିରେ ଖୋଲୁଛି ଦୋକାନ ବଜାର । ଆଉ ୪୮ ଘଣ୍ଟା ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଆଜି ଲିଜ୍ ଲାଇନ ଇଣ୍ଟରନେଟ […]
ସଂପୂର୍ଣ୍ଣ ପଢନ୍ତୁ