ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଭୋଜି ଭାତ, ନାଚ ଗୀତର ଆସର ଜମିବ। ତେବେ ସେଲିବ୍ରେସନ୍ […]
ସଂପୂର୍ଣ୍ଣ ପଢନ୍ତୁ