Whatsapp Image 2024 12 26 At 2.43.39 Pm 750x430

ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଖୋର୍ଦ୍ଧାର ୩୯ ପ୍ରତିଯୋଗୀ

ଭୁବନେଶ୍ୱର: ଡିଭାଇନ୍‌ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ୪୩ତମ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୯ ପ୍ରତିଯୋଗୀ ଆସନ୍ତା ୨୮ ତାରିଖରେ ଧନବାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ସେଥିମଧ୍ୟରୁ ‘ଯୋଗାଳୟା’ର ଆଠ ଜଣ ଛାତ୍ରୀ ମନୋନୀତ ହୋଇଥିବା ବେଳେ ଡିଭାଇନ୍‌ ଯୋଗ ଏକାଡେମୀ ଜଟଣୀରୁ ୩୧ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ
21

ଆରଡିପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବାରିକେଡ, ନଦୀଘାଟର ଉଭୟ ପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା

ଆରଡି: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ହଜାରହଜାର ଭକ୍ତଙ୍କ ସମାଗମ ହେବ। ପୀଠରେ ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟି ରଖି ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ପ୍ରଶାସନ ଓ ସେବାୟତଙ୍କ ମିଳିତ ଭାବେ ପ୍ରସ୍ତୁତି ବୈଠକ ଗୁରୁବାର ମନ୍ଦିର କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତାରେ […]

ସଂପୂର୍ଣ୍ଣ ପଢନ୍ତୁ
The Satanic Verses 750x430

୩୬ବର୍ଷ ପରେ ଭାରତରେ ଉପଲବ୍ଧ ‘ଦ ସାଟାନିକ ଭର୍ସେସ୍‌’

ନୂଆଦିଲ୍ଲୀ: ସଲମନ ରୁଶ୍‌ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍‌’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍‌ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି। ବହିର ମୂଲ୍ୟ ୧୯୯୯ ଟଙ୍କା। ପୁସ୍ତକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଦୋକାନ ମାଲିକ ରଜନୀ ମାଲହୋତ୍ରା କହିଛନ୍ତି। ୧୯୮୮ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଏହି ପୁସ୍ତକର ଆମଦାନୀ ଓ ବିକ୍ରିକୁ ନିଷିଦ୍ଧ କରିଥିଲେ। ମୁସଲମାନ ମୌଳବାଦୀଙ୍କ ପ୍ରତିବାଦ କାରଣରୁ ସରକାର ପୁସ୍ତକର […]

ସଂପୂର୍ଣ୍ଣ ପଢନ୍ତୁ
Masood Azhar

ହୃଦଘାତର ଶିକାର ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର

କରାଚୀ ୨୬।୧୨: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଜୈସ-ଏ-ମହମ୍ମଦ ମୁଖିଆ ମସୁଦ ଅଜହର ହୃଦଘାତର ଶିକାର ହୋଇଛି।  ମସୁଦ ଅଜହର ଆଫଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଲୁଚିଥିଲା। ସେହିଠାରେ ସେ ହୃଦଘାତର ଶିକାର ହୋଇଥିବା ବେଳେ ତାକୁ ତୁରନ୍ତ ଆଫଗାନିସ୍ତାନରୁ ପାକିସ୍ତାନକୁ ଅଣାଯାଇଛି। ମସୁଦ ଅଜହର ଏବେ କରାଚୀସ୍ଥିତ କମ୍ବାଇଣ୍ଡ ମିଲେଟ୍ରି ହସ୍ପିଟାଲରେ ଭର୍ତ୍ତି  ହୋଇଛି। ଏବେ ତାର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସମ୍ପର୍କରେ ଅପଡେଟ୍ ମିଳି ନାହିଁ। ମିଳୁଥିବା ସୂଚନା ଅନୁସାରେ ମସୁଦ ଅଜହରର ଚିକିତ୍ସା ନିମନ୍ତେ […]

ସଂପୂର୍ଣ୍ଣ ପଢନ୍ତୁ
Amit Shah 1727680811

ଶନିବାର ଭୁବନେଶ୍ୱର ଆସିବେ ଅମିତ ଶାହ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ

ଭୁବନେଶ୍ୱର ୨୬।୧୨ : ୨୮ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିବେ ଶାହ। ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହାପରେ ୨୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ଏହି ଅବସରରେ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେହିପରି ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ । ଭିସି ମାଧ୍ୟମରେ ବୈଠକରେ ଯୋଗଦେବେ ଅମିତ ଶାହ । ସେହି ବୈଠକରେ ସବୁ ରାଜ୍ୟର ସଭାପତି, […]

ସଂପୂର୍ଣ୍ଣ ପଢନ୍ତୁ
Singer 1735216995

ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍‌

ପାଟନା : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୀୟଙ୍କ ଜନ୍ମଦିନ ପାଇଁ ଗତକାଲି ପାଟନା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଏଠାରେ ଭଜନ ଗାନକୁ ନେଇ ବିବାଦ ଦେଖାଯାଇଛି। ଜଣେ ଲୋକଗୀତ ଗାୟିକା କାର୍ଯ୍ୟକ୍ରମରେ ରଘୁପତି ରାଘବ ରାଜରାମ ଭଜନ ଗାଇଛନ୍ତି। କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି […]

ସଂପୂର୍ଣ୍ଣ ପଢନ୍ତୁ
Untitled 1

କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚିତ୍ର, ବିଜେପି କହିଲା-ନୂଆ ମୁସଲିମ୍ ଲିଗ୍…

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ କାର୍ଯ୍ୟକାରୀ ସମିତି (ସିଡବ୍ଲୁସି) ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ନେତାଙ୍କୁ ସ୍ୱାଗତରେ ଦଳ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ ବିବାଦ ବଢିଛି । କଂଗ୍ରେସ ନେତାଙ୍କ ପୋଷ୍ଟର ଓ ବ୍ୟାନରରେ ଭାରତ ମାନଚିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି । ବେଲଗାଭି ସହରର ପ୍ରବେଶ ଦ୍ୱାରରେ ଲଗାଯାଇଥିବା ବ୍ୟାନରରେ ଭାରତର ଯେଉଁ ମାନଚିତ୍ରକୁ ସ୍ଥାନ ଦିଆଯାଇଛି, ସେଥିରେ ପିଓକେ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Image 1735197943

ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ

ଭୁବନେଶ୍ବର : ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ । ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି। ବର୍ଷକର ପରିଶ୍ରମର ଫଳ ପାଣିରେ ପଡ଼ିଥିବା ଦେଖି ଚାଷୀର ଆଖିରୁ ଲୁହ ସରୁନି। ଚାଷୀଟି କୋହ […]

ସଂପୂର୍ଣ୍ଣ ପଢନ୍ତୁ
70 2

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ-ମୁଖ୍ୟମନ୍ତ୍ରୀ

କଟକ : ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ । ଏଣିକି ପ୍ରତିବର୍ଷ ହେବ ନିର୍ବାଚନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ୪୯ତମ ରାଜ୍ୟ ଅଧିବେଶନରେ ଏହି ଘୋଷଣା କରିଛନ୍ତି। ଏହାସହ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା […]

ସଂପୂର୍ଣ୍ଣ ପଢନ୍ତୁ
Naveen Patnaik

ନିର୍ବାଚନରେ ବାଲଟ ପେପର ଆସିଲେ ବିଜେଡି କରିବ ସମର୍ଥନ- ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୨୬।୧୨ : ବିଜେଡି ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ସୁପ୍ରିମୋ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ । ସେହିପରି EVM ଚଞ୍ଚକତା ନେଇ ନବୀନ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ପୁଣି ଥରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ଏହାକୁ ସମର୍ଥନ କରିବ । ଏକଥା ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । EVM ବ୍ୟବସ୍ଥାରେ […]

ସଂପୂର୍ଣ୍ଣ ପଢନ୍ତୁ