ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?
ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶର ରାଜନୀତି ସରଗରମ ରହିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆମ୍ବେଦକରଙ୍କ ଅପମାନ ପାଇଁ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବା ବେଳେ କଂଗ୍ରେସ ଏଥିରେ ରାଜନୀତି କରୁଥିବା ପାଲଟା ଜବାବ ଦେଇ ବିଜେପି କହିଛି। ଏହା ମଧ୍ୟରେ ସି ଭୋଟର ଏକ […]
ସଂପୂର୍ଣ୍ଣ ପଢନ୍ତୁ