ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ, ୭ ଜାହାଜ
ତାଇପେଇ : ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି । ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଜି ସକାଳ ୬ଟା ବେଳେ ତାଇୱାନ ଚାରିପାଖରେ କାର୍ଯ୍ୟରତ ୧୯ଟି ପିଏଲଏ ବିମାନ ଏବଂ ୭ଟି ପିଏଲଏ ଜାହାଜ ଠାବ କରାଯାଇଛି। ତେବେ […]
ସଂପୂର୍ଣ୍ଣ ପଢନ୍ତୁ