ଡିସେମ୍ବର ୪ରେ ସମୁଦ୍ର ସ୍ନାନ ଉପରେ କଟକଣା, ତୀକ୍ଷ୍ନ ନଜର ରଖିବ ପୋଲିସ
ପୁରୀ ୩୦/୧୧: ଡିସେମ୍ବର ୪ରେ ନୌସେନା ଦିବସ । ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ୪ ତାରିଖ ଦିନ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । କେହି ସମୁଦ୍ରରେ ସ୍ନାନ କରିପାରିବେନି । ଏନେଇ ଲାଇଫ ଗାର୍ଡ ଓ ପୋଲିସ ସମୁଦ୍ର ଉପରେ ତୀକ୍ଷ୍ମ ନଜର […]
ସଂପୂର୍ଣ୍ଣ ପଢନ୍ତୁ