Zz

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

କଳାହାଣ୍ଡି: ମନ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡିର ଚାଷୀଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ କିଭଳି ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟ କାମ ଯୋଗାଇଛନ୍ତି ତାହାର ପ୍ରଶଂସା କରିଛନ୍ତି ମୋଦୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗ । ୨୦୦୮ ମସିହାରେ ପ୍ରଥମେ ୨୦ ରୁ ୨୫ ଡେସିମିଲ […]

ସଂପୂର୍ଣ୍ଣ ପଢନ୍ତୁ
2 171 1735478667874

ଯାତାୟାତ ପାଇଁ ପୁଣି ଖୋଲିଲା ୨୭୦ କି.ମି. ଦୀର୍ଘ ଜମ୍ମୁ-ଶ୍ରୀନଗର ରାଜମାର୍ଗ, ଭୀଷଣ ହୀମପାତ ଯୋଗୁ ହୋଇଥିଲା ବନ୍ଦ

ଶ୍ରୀନଗର ୨୯।୧୨: ଜମ୍ମୁ-କାଶ୍ମୀରରେ ଭୀଷଣ ହୀମପାତ ଯୋଗୁ ଦିନକ ପାଇଁ ବନ୍ଦ ରହିବା ପରେ ୨୭୦ କିଲୋମିଟର ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗକୁ ରବିବାର ପୁଣି ଖୋଲାଯାଇଛି। ଫଳରେ ଜାମରେ ଫଶି ରହିଥିବା ଶହଶହ ବାହନ ନିଜନିଜ ଗନ୍ତବ୍ୟରେ ବାହାରିଛନ୍ତି। ତେବେ ମୋଗଲ ରୋଡ, ସିନ୍ଥନ ପାସ୍, ସୋନମର୍ଗ-କାର୍ଗିଲ, ଭଦ୍ରବାହ-ଚମ୍ବା ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ଇଣ୍ଟର ଡିଷ୍ଟ୍ରିକ୍ଟ ସଡ଼କ ଯାନବାହନ ଯାତାୟାତ ନିମନ୍ତେ ବନ୍ଦ ରହିଛି। ଜନୈକ ଯାତାୟାତ ଅଧିକାରୀ କହିଛନ୍ତି ଯେ ସଡ଼କର ବିଭିନ୍ନ ଭାଗରେ ଜମିଥିବା ବରଫ […]

ସଂପୂର୍ଣ୍ଣ ପଢନ୍ତୁ
Up 1735469073

ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ : ଚୋରି କରିବା ଲାଗି ମିଳୁଥିଲା ତାଲିମ ଓ ପରେ ଚାକିରି !

ଗୋରଖପୁର : ପେଶା ମୋବାଇଲ ଚୋରି କରିବା। କିନ୍ତୁ ଏଥିପାଇଁ ଦିଆଯାଉଥିଲା ତାଲିମ। ଚୋରି ଶିଖିବା ପରେ ମିଳୁଥିଲା ଚାକିରି। ନିଯୁକ୍ତି ପରେ ଅଫିସ ଭଳି ମିଳୁଥିଲା ଦରମା। କେବଳ ଦରମା ମିଳୁ ନଥିଲା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ହେଉଥିବା ଖର୍ଚ୍ଚ ବି ଦିଆଯାଉଥିଲା। ଚୋରିରେ ଯିଏ ଯେତେ ସଫଳତା ହାସଲ କରୁଥିଲେ, ସେହି ଅନୁସାରେ ତାଙ୍କ ଦରମା ବୃଦ୍ଧି ବି ହେଉଥିଲା। ଏପରି ଗୋଟିଏ ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ […]

ସଂପୂର୍ଣ୍ଣ ପଢନ୍ତୁ
Image 1735440608

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଡି. ଗୁକେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ। ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ। ଏହି ଚେସ୍‌ବୋର୍ଡରେ ଗୁକେଶ ଓ ଡିଙ୍ଗ୍ ଲାଇରେନଙ୍କ ଅଟୋଗ୍ରାଫ୍ ରହିଛି। ଗୁକେଶଙ୍କ ସହ ତାଙ୍କ ବାପା-ମା’ଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ମୋଦି ଗୁକେଶଙ୍କୁ ଭାରତର ଗର୍ବ ବୋଲି ପ୍ରଶଂସା କରିବା ସହ, […]

ସଂପୂର୍ଣ୍ଣ ପଢନ୍ତୁ
Accident 1735477788

ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ

ରାଉରରକେଲା : ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ରାଉରକେଲାରେ ଏକ ଠିକା ସଂସ୍ଥାରେ କାମ କରନ୍ତି ବିପିନ୍‌ ସେଠୀ, ପବିତ୍ର ସାହୁ, ଶେଖ ରାମଜାନ ଓ ଆଦିତ୍ୟ ସାହୁ। ଆଜି ରବିବାର ଥିବାରୁ […]

ସଂପୂର୍ଣ୍ଣ ପଢନ୍ତୁ
2025 750x430

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି, ଓସିଏ କ୍ଲବର କାର୍ଯ୍ୟକ୍ରମ ବାତିଲ

କଟକ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ଆରମ୍ଭ ହେଲାଣି ପ୍ରସ୍ତୁତି। ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ କେତେ କ’ଣ ପ୍ରସ୍ତୁତି ଚଳାଇଛନ୍ତି। ସହରର ସର୍ବପୁରାତନ କ୍ଲବ କଟକ କ୍ଲବରେ ଚଳିତ ବର୍ଷ ମୁମ୍ବାଇ, କୋଲକାତାର ଡାନ୍ସଗ୍ରୁପ, ଏରିୟଲ ଡାନ୍ସ ଆକର୍ଷଣ ସାଜିବ। ମୁମ୍ବାଇର ଗାୟିକା ସୁଶ୍ଵାତି ମଲ୍ଲିକ ମଧ୍ୟ ସଂଗୀତ ପରିବେଷଣ କରିବେ। ସେହିପରି ୟୁନିୟନ କ୍ଲବରେ ଇଣ୍ଡିଆନ ଆଇଡଲର ମନୀଷା କରମାକର, ଅବୀର ରୟ, କୋଲକାତା ଡାନ୍ସ ଗ୍ରୁପ, […]

ସଂପୂର୍ଣ୍ଣ ପଢନ୍ତୁ
Minister 1 750x430

ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଶ୍ଵାସନା ଦେଲେ ମନ୍ତ୍ରୀ

ରାଜନଗର: ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗସ୍ତ କରି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ଓ ଚାଷୀଙ୍କୁ ଭେଟିଛନ୍ତି। ଚାଷୀମାନେ ମନ୍ତ୍ରୀଙ୍କୁ ନଷ୍ଟ ହୋଇଯାଇଥିବା ଓ ଗଜା ହୋଇଯାଇଥିବା ଧାନ ଗଛଗୁଡ଼ିକ ଧରି ଦେଖାଇଥିଲେ। କେତେକ ଚାଷୀ ମନ୍ତ୍ରୀଙ୍କ ଆଗରେ କାନ୍ଦି ପକାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଚାଷୀମାନଙ୍କୁ ସାନ୍ତ୍ଵନା ଦେଇ ସମସ୍ତ କ୍ଷତିଗ୍ରସ୍ତଙ୍କୁ ନିଶ୍ଚିତ କ୍ଷତିପୂରଣ ମିଳିବ ବୋଲିି କହିଛନ୍ତି। ସୂଚନାଯୋଗ୍ୟ ଗତ […]

ସଂପୂର୍ଣ୍ଣ ପଢନ୍ତୁ
Image 1735454943

H-1B ଭିସା ସମର୍ଥନରେ ଟ୍ରମ୍ପ, କହିଲେ- ମୁଁ ସର୍ବଦା ଏହା ସପକ୍ଷରେ

ନୂଆଦିଲ୍ଲୀ : H-1B ଭିସା। ଏହି ଭିସାକୁ ନେଇ ଏବେ ଆମେରିକାରେ ଆରମ୍ଭ ହୋଇଛି ବିତର୍କ। ତେବେ ଏହାରି ଭିତରେ ଏହି ଭିସାକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହି ଭିସାକୁ ବିରୋଧ କରୁଥିବା ଟ୍ରମ୍ପ ଏବେ ଏହାର ସମର୍ଥନରେ ବାହାରିଛନ୍ତି। ନ୍ୟୁୟର୍କ ପୋଷ୍ଟ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ମୁଁ ଭିସାକୁ ସର୍ବଦା ପସନ୍ଦ କରେ, ମୁଁ ସବୁବେଳେ ଭିସା ସପକ୍ଷରେ ଅଛି। ଟ୍ରମ୍ପ ଆହୁରି କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Image 1735439242

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୧୭୯ ଯାତ୍ରୀ ଜୀଅନ୍ତା ଜଳିଗଲେ

ସିଓଲ : ପୁଣି ଆଉ ଏକ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ ବିମାନ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରଏଟର୍ସ ମୁତାବକ, ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Image 1735452243

ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା’

ତ୍ରିଭେନ୍ଦ୍ରମ : ଗଞ୍ଜେଇ ସହ ଧରାପଡିଲେ ବିଧାୟକଙ୍କ ପୁଅ। ଗଞ୍ଜେଇ ରଖିବା ଅଭିଯୋଗରେ କେରଳରେ ପୁଲିସ ବିଧାୟକଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ତାଙ୍କ ପୁଅ ଗଞ୍ଜେଇ ସହିତ ଗିରଫ ହୋଇଥିବା ଖବରକୁ ବିଧାୟିକା ୟୁ ପ୍ରତିଭା ଖଣ୍ଡନ କରିଛନ୍ତି। ତାଙ୍କ ପୁଅକୁ ଗଞ୍ଜେଇ ସହ ଗିରଫ କରାଯାଇନଥିବା ସେ କହିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପୁଅ ମଧ୍ୟ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କେରଳର କାୟମକୁଲମ ନିର୍ବାଚନ ମଣ୍ଡଳିର ବିଧାୟିକା […]

ସଂପୂର୍ଣ୍ଣ ପଢନ୍ତୁ