କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ, ଘଣ୍ଟା ଘଣ୍ଟା ଧରି ଅଟକିଲା ଶତାଧିକ ଗାଡ଼ିମୋଟର
ଭୁବନେଶ୍ବର : କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଯୋଗୁ କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ କରାଯାଇଛି। ଲକ୍ଷ୍ମୀସାଗର ଛକଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ସଫଳ ହୋଇନାହିଁ। ରାସ୍ତା ଅବରୋଧକାରୀଙ୍କୁ ପୁଲିସ ରାସ୍ତାରୁ ଉଠାଇ ନେବାକୁ ଉଦ୍ୟମ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅତିଥି ନିମନ୍ତ୍ରଣକୁ […]
ସଂପୂର୍ଣ୍ଣ ପଢନ୍ତୁ