ବାରିପଦା: ଆଜି ଓଲ୍ ଚିକି ଲିପିସ୍ରୋଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଦିନରେ ଭଞ୍ଜ ସେନା ଆଦିବାସୀ ଶାଖା ପକ୍ଷରୁ ବାରିପଦା ଷ୍ଟେସନ ବଜାର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି, ଭଞ୍ଜ ସେନା ଆଦିବାସୀ ଶାଖା ଜିଲ୍ଲା ସଭାପତି ବାଜୁନ ହାଁସଦାଃ, ବାରିପଦା ସହର ସଭାପତି ସିଂରାୟ ହେମ୍ବ୍ରମ, ବିଜୟ ବାସ୍କେ, ମଙ୍ଗଲ ମୁର୍ମୁ, ବିକୁନ୍ ମାରାଣ୍ଡି, ରାହୁଲ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଓଲ୍ ଚିକି ଲିପିସ୍ରୋଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଦିନରେ ଭଞ୍ଜ ସେନା ଆଦିବାସୀ ଶାଖା ପକ୍ଷରୁ ବାରିପଦା ଷ୍ଟେସନ ବଜାର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି, ଭଞ୍ଜ ସେନା ଆଦିବାସୀ ଶାଖା ଜିଲ୍ଲା ସଭାପତି ବାଜୁନ ହାଁସଦାଃ, ବାରିପଦା ସହର ସଭାପତି ସିଂରାୟ ହେମ୍ବ୍ରମ, ବିଜୟ ବାସ୍କେ, ମଙ୍ଗଲ ମୁର୍ମୁ, ବିକୁନ୍ ମାରାଣ୍ଡି, ରାହୁଲ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।