ରାତି ଗୋଟାଏ ପରେ ସେ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ନିଖୋଜ ନେଇ ସମ୍ପର୍କୀୟ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କର ପୁଅ ଆସିବା ପରେ ବହୁ ଖୋଜାଖୋଜି ପରେ ପରିତ୍ୟକ୍ତ ପାଣି ଟାଙ୍କିରେ ଏକ ମୋବାଇଲ ଫୋନ୍ ଧରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ କରୁଛି। ଅନ୍ୟପଟେ ଦୀର୍ଘ ଦିନ ଧରି ପାଣି ଟାଙ୍କି ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଛି। ଏହା ସହିତ ଗ୍ରାମରେ ଅବାଧ ମଦ ବିକ୍ରି ସହିତ ଲୋକେ ମଦ୍ୟପାନ କରି ଗଣ୍ଡଗୋଳ ସୃଷ୍ଠି କରୁଥିବା କହିଛନ୍ତି ଗ୍ରାମବାସୀ।
Post Views: 6