ସୁରେନ୍‌ ମହାନ୍ତି ସାଂସଦଙ୍କ ଏସ୍‌ସିବି ପ୍ରତିନିଧି

ରାଜ୍ୟ
Share

କଟକ : ଅପର୍ଣ୍ଣାନଗର ଅଞ୍ଚଳର ସୁରେନ୍‌ ମହାନ୍ତି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରତିନିଧିଭାବେ ମନୋନୀତ ହୋଇଛନ୍ତି |

ଏ ସଂକ୍ରାନ୍ତରେ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠିଦ୍ବାରା ଅବଗତ କରାଯାଇଛି | ଶ୍ରୀ ମହାନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନରେ ଦାୟିତ୍ବ ନିର୍ବାହ କରୁଥିବା ବେଳେ କଟକ ଜିଲ୍ଲା ବିଜେଡ଼ିର ସାଧାରଣ ସଂପାଦକ ଅଛନ୍ତି |

Leave a Reply

Your email address will not be published. Required fields are marked *