ସୂର୍ଯ୍ୟ ମିଶନର ସମୟ ଘୋଷିତ, ‘ଆଦିତ୍ୟ-ଏଲ୍୧’ ସେପ୍ଟେମ୍ବର ୨ରେ ହେବ ଲଞ୍ଚ୍
ଚନ୍ଦ୍ର ପରେ ଏବେ ମିଶନ ଆଦିତ୍ୟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଲଞ୍ଚ୍ କରିବାକୁ ଯାଉଛି ନିଜର ପ୍ରଥମ ମହାକାଶ ଆଧାରିତ ସୌର ପର୍ଯ୍ୟବେକ୍ଷଣ ଯନ୍ତ୍ର ‘ଆଦିତ୍ୟ-ଏଲ୍୧’। ମହାକାଶ ଯାନ ଶ୍ରୀହରିକୋଟାର ସତୀଶ୍ ଧଓ୍ଵନ ମହାକାଶ କେନ୍ଦ୍ରରୁ ଦିନ ୧୧ଟା ୫୦ରେ ଉଡ଼ାଣ ଭରିବ। ଇସ୍ରୋ ଏହି ମିଶନ ଲଞ୍ଚ୍କୁ ଦେଖିବା ପାଇଁ ଜନତାଙ୍କୁ ମଧ୍ୟ ଆମନ୍ତ୍ରିତ କରିଛି। ଆଦିତ୍ୟ-ଏଲ୍୧ ଇସ୍ରୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ ହେବାକୁ ଯାଉଛି। କାରଣ, […]
ସଂପୂର୍ଣ୍ଣ ପଢନ୍ତୁ