‘ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର, ଶିବଶକ୍ତି ପଏଣ୍ଟକୁ ରାଜଧାନୀ କର’: ସ୍ବାମୀ ଚକ୍ରପାଣି
ମୁମ୍ବାଇ: ଅଗଷ୍ଟ ୨୩ରେ, ଭାରତର ଚନ୍ଦ୍ରୟାନ -୩ ମିଶନ ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ କରି ମହାକାଶରେ ଇତିହାସ ସୃଷ୍ଟି କଲା। ଯାହା ପରେ ସମଗ୍ର ଦେଶରେ ଉତ୍ସବ ପାଳନ କରିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଥିଲେ ଯେ ଚନ୍ଦ୍ରୟାନ -୩ର ଅବତରଣ ସ୍ଥାନକୁ ‘ଶିବ ଶକ୍ତି’ ପଏଣ୍ଟ କୁହାଯିବ। ଏହି ନାମକରଣ ପରେ ଦେଶର ରାଜନୀତି ମଧ୍ୟ ତୀବ୍ର ହୋଇଛି। ବର୍ତ୍ତମାନ ହିନ୍ଦୁ ମହାସଭାର […]
ସଂପୂର୍ଣ୍ଣ ପଢନ୍ତୁ