ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର
ରାଜନଗର : ପୁଣି ଟାଣିନେଲା କୁମ୍ଭୀର। ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଛି । ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଛି କୁମ୍ଭୀର। ଗାଁଲୋକେ ମଇଁଷି ଚରାଳିକୁ ଖୋଜାଖୋଜି କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର […]
ସଂପୂର୍ଣ୍ଣ ପଢନ୍ତୁ