ପୂର୍ବତନ ସୈନିକପରିବାର ତରଫରୁ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା

ଝଙ୍କଡ଼  :  ଦେଶଭକ୍ତ, ଦେଶରକ୍ଷକ ପୂର୍ବତନ ସୈନିକ ପରିବାର ପକ୍ଷରୁ ଗତ ମଙ୍ଗଳବାର ଦିନ, ଝଙ୍କଡ଼ ସାରଳା ପୀଠ କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳଙ୍କୁ ୨୦୨୪ ନବବର୍ଷ ଉପଲକ୍ଷେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରିଥିବା ବେଳେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ପରେ ପରେ ଏହି ଅବସରପ୍ରାପ୍ତ ସୈନିକ ପରିବାର ର ସଦସ୍ୟ ମାନେ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର, ତିର୍ତ୍ତୋଲ ବ୍ଲକ ବିଡ଼ିଓ ତପନ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଅବସରପ୍ରାପ୍ତ ସରକାରୀକର୍ମଚାରୀ ଙ୍କ ସମ୍ବର୍ଦ୍ଧନା ଉତ୍ସବ

ଝଙ୍କଡ଼  : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ତରାପୁର ସ୍ଥିତ ତରାଦେଈ ଙ୍କ ମନ୍ଦିର ସମ୍ମୁଖରେ , କନକ ପୁର ପଞ୍ଚାୟତ ଶାଖା ସଂଘ ତରଫରୁ, ଅବସରପ୍ରାପ୍ତ ସରକାରୀ ସଂଘ ର ୨୦୨୪ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମାର୍ଗ ଦର୍ଶକ ତଥା ତିର୍ତ୍ତୋଲ ବ୍ଲକ ସଂଘ ର ଉପସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ ୧୯୯୮ ବ୍ୟାଚ୍ ର ସହପାଠୀ ମିଲନ ଉତ୍ସବ

ଝଙ୍କଡ଼ :   ଦୀର୍ଘ ୨୬ ବର୍ଷ ପରେ ଗତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସ୍ମୃତି ସାଉଁ ଟିଲେ ଓ ପରସ୍ପର ମଧ୍ୟରେ ଭାବବିନିମୟ କଲେ , ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀର ୧୯୯୮ ବ୍ୟାଚ୍ ର ପୁରାତନ ଛାତ୍ର ଛାତ୍ରୀ ମାନେ ।  ସ୍ଥାନୀୟ ବସନ୍ତବଗିଚା ର ସାରଳାପବ୍ଲିକ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ଏହି ସହପାଠୀ ମିଳନ ଉତ୍ସବ ଉପଲକ୍ଷେ ବିଦ୍ୟାଦାତ୍ରୀ ମା ସାରଳା ଙ୍କ ମାର୍ଜନା ଓ […]

ସଂପୂର୍ଣ୍ଣ ପଢନ୍ତୁ

“ଆମ ଓଡିଶା ନଵୀନ ଓଡିଶା ଜନ ସଚେତନ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ  :  ଶାସକ ସରକାରଙ୍କର ବିବିଧ ଜନକଲ୍ୟାଣ ଯୋଜନାକୁ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଲୋକାଭିମୁଖୀ କରାଇବାକୁ ଆରମ୍ଭ କରିଥିବା ଆମ ଓଡିଶା ନବୀନ ଓଡିଶା ର ଜନ ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରହିଥିବା ବେଳେ ଆସନ୍ତା ଫେବୃଆରୀ  ୧ ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂ ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି  | କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ବୈଠକ ମୂଳିସିଂ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା

ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଛାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦେବାକୁ ହେବ ଦୁଇଗୁଣା ଜରିମାନା। ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରାଯାଇଛି । ମିନାକ୍ଷୀ ବାହିନୀପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ପଦରେ ନିଯୁକ୍ତ କରାଯାଇଛି। ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ […]

ସଂପୂର୍ଣ୍ଣ ପଢନ୍ତୁ

ବିନା ଅନୁମତିରେ ଦିଲ୍ଲୀ-ବାକୁ ବିମାନ ଉଡ଼ାଣ ଭରିବାରୁ ଇଣ୍ଡିଗୋର ପାଇଲଟ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଜରବାଇଜାନର ରାଜଧାନୀ ବାକୁ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ବିମାନ ଉଡ଼ାଣରୁ ହଟାଇ ଦିଆଯାଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆବଶ୍ୟକ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଅନୁମତି ବିନା ଉଡ଼ାଣ ଭରିଛି କି ନାହିଁ ତାହାର ତଦନ୍ତ କରୁଛି। ରିପୋର୍ଟରୁ ପ୍ରକାଶ, ଜାନୁଆରି ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୮ମିନିଟରେ ଆଜରବାଇଜାନର ରାଜଧାନୀ ବାକୁ ଅଭିମୁଖେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ କହିଛି ଯେ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦର୍ଶକଙ୍କ ମନମୋହିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼, ମିଳିଲା ପ୍ରଥମ ପୁରସ୍କାର

ଭୁ‌ବନେଶ୍ବର: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା ଭାରତ ସରକାରଙ୍କ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ସେଠାରେ ବ୍ୟାପକ ଭାବେ ମାଓବାଦୀମାନେ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ। ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି। ଏହାରି ଭିତରେ ପୁଣି ଥରେ ସନ୍ଧ୍ୟାରେ ବିଧାୟକ ଦଳଙ୍କ ବୈଠକ ଡାକିଛନ୍ତି ସୋରେନ୍‌। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ବିଧାୟକଙ୍କ ସହ ଆଲୋଚନା କରିବେ। ପରବର୍ତ୍ତୀ ରଣନୀତି ନେଇ ଚର୍ଚ୍ଚା ହେବ। କୁହାଯାଉଛି ଯେ, ବୈଠକ ପରେ ହେମନ୍ତ ସୋରେନ୍‌ […]

ସଂପୂର୍ଣ୍ଣ ପଢନ୍ତୁ