Image 1722407155

UPSCର ନୂଆ ଚେୟାର୍‌ମ୍ୟାନ୍‌ ପ୍ରୀତି ସୁଦାନ

ୟୁନିୟନ ପବ୍ଲିକ ସର୍ଭିସ କମିଶନ ତଥା ୟୁପିଏସ୍‌ସିର ନୂଆ ଅଧ୍ୟକ୍ଷ ହେଲେ ପ୍ରୀତି ସୁଦାନ। ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରୀତି ସୁଦାନ UPSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ଟ୍ରେନି ଆଇଏଏସ୍ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ୟୁପିଏସସିର ପୂର୍ବତନ ମୁଖ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Bhitarkanika National Park 750x430 1

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ […]

ସଂପୂର୍ଣ୍ଣ ପଢନ୍ତୁ
ଭଭଭଭଭ

ଜିଲ୍ଲାପାଳଙ୍କ ଜନଶୁଣାଣିରେ କନକପୁର ପଞ୍ଚାୟତ ସରପଞ୍ଚଙ୍କ ଆଠଦଫା ଦାବୀ

ଝଙ୍କଡ଼  :  ଝଙ୍କଡ଼ ସାରଳା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ  ମନ୍ଥର ଗତି ରେ କାମ ଚାଲୁଥିବାରୁ ଏହାର ଅନୁଧ୍ୟାନ ଓ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ, କନକପୁର ଜନ କଲ୍ୟାଣ ସେବା ସମବାୟ ସମିତି ର କାର୍ଯ୍ୟାଳୟ ବିପଦଶଙ୍କୁକ ଅବସ୍ଥାରେ ଥିବାରୁ ନୂତନଗୃହନିର୍ମାଣ ସହିତ ଧାନମଣ୍ଡି ରେ ଧାନ ସୁରକ୍ଷିତ ରଖିବା ପାଇଁ ଖଳା ନିର୍ମାଣ , କନକପୁର ପଶୁ ଚିକିତ୍ସା କେନ୍ଦ୍ର ପାଇଁ ସରକାରୀ ଜମି ଯୋଗାଣ ଓ ଗୃହନିର୍ମାଣ, […]

ସଂପୂର୍ଣ୍ଣ ପଢନ୍ତୁ
227531bd 4053 419d 9289 4e12304502ca

ଆଦର୍ଶ ଶିକ୍ଷୟିତ୍ରୀ ଶକୁନ୍ତଳା ସ୍ୱାଇଁଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଝଙ୍କଡ଼  :  ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ, ଭଗବତ ପ୍ରେମୀ, ଧର୍ମପ୍ରାଣା ଓ ମହିୟସୀ ମହିଳା ସ୍ବର୍ଗତାଃ ଶକୁନ୍ତଳା ସ୍ବାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ତାଙ୍କର ସ୍ୱ-ବାସଗୃହ ବାଣିକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ଅଧୀନ ଇଟାଙ୍ଗ ଗ୍ରାମରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି  | ଏହି ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ତୈଳଚିତ୍ର ରେ ମାଲ୍ୟାର୍ପଣ କରି […]

ସଂପୂର୍ଣ୍ଣ ପଢନ୍ତୁ

ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ

ଭୁବନେଶ୍ବର : ଏଣିକି ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ। ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ […]

ସଂପୂର୍ଣ୍ଣ ପଢନ୍ତୁ
Image 1722233789

ବନ୍ଧା ହେଲେ କୁବେର ଅବକାରୀ ବାବୁ

ଭୁବନେଶ୍ବର : ୩୦ ବର୍ଷର ଚାକିରି କାଳ ମଧ୍ୟରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଶେଷରେ ବନ୍ଧା ହେଲେ କୁବେର ଅବକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ବଲାଙ୍ଗିର, ସମ୍ବଲପୁର, ସୋନପୁର ଓ ଭୁବନେଶ୍ବରର ୧୦ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ। ରେଡରୁ ଠାବ ହୋଇଥିଲା ପୁଳା ପୁଳା ପ୍ଲଟ। ମୋଟ୍ ୫୨ ପ୍ଲଟ ସହ ୬ଟି […]

ସଂପୂର୍ଣ୍ଣ ପଢନ୍ତୁ
Madhumita 480x430

ମଧୁମିତା ରହୁଥିବା ଭଡା ଘରେ ପୁଲିସର ତନାଘନା

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା ରେ ଶ୍ରୀଧର ଓ ମଧୁମିତା ରହୁଥିବା ଭଡା ଘରେ ତନାଘନା କରୁଛି ଧଉଳି ଥାନା ପୁଲିସ । ଦୁଇ ମହିଳା ବନ୍ଧୁଙ୍କୁ ଗିରଫ କରିବାକୁ ମଧୁମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସୋମବାର ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଥିଲା। ଶରୀରରେ ଏକାଧିକ କ୍ଷତ ଯୋଗୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଗତ ୨୨ ତାରିଖ […]

ସଂପୂର୍ଣ୍ଣ ପଢନ୍ତୁ
Ngt New

ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ଏନଜିଟି

ଭୁବନେଶ୍ବର : ଡଙ୍କାରୀ ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ-NGT। ବେଆଇନ ଖଣି ଖନନ ଓ ଖଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ବୃଦ୍ଧି, ଶ୍ରମିକ ମୃତ୍ୟୁକୁ ନେଇ ରିପୋର୍ଟ ଦାଖଲ ପାଇଁ NGT ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ମେ’ରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ ସ୍ବେଛାସେବୀ ସଂଗଠନ। ସେଥିରେ ଏକ୍ସେସ ମାଇନିଂ, ଖଣି […]

ସଂପୂର୍ଣ୍ଣ ପଢନ୍ତୁ
Apartments 1697386920

ରାଜଧାନୀରେ ମାଳମାଳ ବେଆଇନ୍‌ ଆପାର୍ଟମେଣ୍ଟ

ଭୁବନେଶ୍ବର : ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ? ଏମିତି ପ୍ରଶ୍ନ ଆମେ ଏଥିପାଇଁ ପଚାରୁଛୁ, କାରଣ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ। ଯାହାର ବାସ୍ତବ ଚିତ୍ର ନଗର ଉନ୍ନୟନ ବିଭାଗ ପାଖରେ ବି ନାହିଁ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପଶ୍ନର ଲିଖିତ ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
5 23 750x430

ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି

ଭୁବନେଶ୍ୱର: ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମସରକାର ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ସରକାର ଗଠନର କିଛିଦିନ ବ୍ୟବଧାନମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜ ଭବନ ସନ୍ନିକଟ ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଆଜି ଯେଉଁ ତିନିଗୋଟି କାର୍ଯ୍ୟକ୍ରମ ଯଥା- ପଲିଟେକ୍‌ନିକ୍ସ ରାଙ୍କିଂ, ସମନ୍ୱିତ ୱେବ୍‌ସାଇଟ୍‌ […]

ସଂପୂର୍ଣ୍ଣ ପଢନ୍ତୁ