Ri W

ଗିରଫ ହେଲେ ବୋରିଗୁମା ଭାରପ୍ରାପ୍ତ ଏଆରଆଇ, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସଂପତ୍ତି

ଭୁବନେଶ୍ଵର : ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା କୁମୁଳି ସର୍କଲର ଭାରପ୍ରାପ୍ତ ଏଆରଆଇ ସୁରେନ୍ଦ୍ର ତନ୍ତି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇ ଛି । ୩ଟି ବହୁତଳ ବିଲ୍ଡିଂ, ୧୭ଟି ପ୍ଲଟ୍ ର ମାଲିକ ସୁରେନ୍ଦ୍ର ।  ବୋରିଗୁମାର ବିଭିନ୍ନ ସ୍ଥାନରେ ରହିଛି ବିଲ୍ଡିଂ ଓ ପ୍ଲଟ୍ ।  ରେଡ୍ ବଳେ ୮୪ ଲକ୍ଷ ଟଙ୍କାର ଜାମା ରାଶି ଠାବ ହୋଇଛି ।  ଦେଢ଼ ଶହ ଗ୍ରାମ ସୁନା, […]

ସଂପୂର୍ଣ୍ଣ ପଢନ୍ତୁ
M Ahuja

ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୋହନ ସରକାରରେ ଆହୁରି ବର୍ଷେ କାମ କରିବେ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ରାଜ୍ୟ ସରକାର ଆହୁଜାଙ୍କ କାର୍ଯ୍ୟଦକ୍ଷତା ଏବଂ ନୂଆ ସରକାରର କାର୍ଯ୍ୟକ୍ରମରେ ତାଙ୍କର ଭୂମିକାକୁ ଦେଖି କାର୍ଯ୍ୟକାଳକୁ ଆହୁରି ୧ […]

ସଂପୂର୍ଣ୍ଣ ପଢନ୍ତୁ
Yjcgwjpr4axmunrujyey

ଚୁକ୍ତି ପରେ ମଧ୍ୟ ଚୀନ୍ ସେନା ଏଲଏସିରେ ରହିଛନ୍ତି

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାକୁ ଯାଉଛି। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ପୂର୍ବ ଲଦାଖରେ ଚାଲିଥିବା ବିବାଦକୁ ବନ୍ଦ କରିବା ପାଇଁ ଭାରତ ଏବଂ ଚୀନ୍‌ର ସୈନ୍ୟବାହିନୀ “ସମ୍ପୁର୍ଣ୍ଣ ଏବଂ ପ୍ରଭାବଶାଳୀ” କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ବାବଦରେ ସ୍ଥିର ଅଗ୍ରଗତି ହୋଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ କହିଛି ଯେ ସେଠାରେ ସ୍ଥିତି […]

ସଂପୂର୍ଣ୍ଣ ପଢନ୍ତୁ
Woman E4

ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା: ୪ ମହିଳା ଗିରଫ, ୨ ଫେରାର୍

ଉଦଳା: ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୪ ମହିଳା ଗିରଫ । ଡାହିସାହିରୁ ୩ ଜଣ ଓ ଗୋହିରାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ବେଆଇନ ଗଚ୍ଛିତ ବାଲିକୁ ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣାର ୯ ଦିନ ପରେ ୪ମହିଳାଙ୍କୁ ଗିରଫ କରିଛି ପୋଲିସ । ଏବେବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୧୮ ତାରିଖରେ କପ୍ତିପଦା ଆଇଆଇସି ପ୍ରକାଶ ରଥ ଡାହୀସାହି ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Bribe

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l ମାତ୍ର ଭିଜିଲାନ୍ସ ଟିମକୁ ଚକମା ଦେଖାଇ ଥାନାରୁ ଫେରାର ମାରିଲେ ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ l ସେପଟେ ଗ୍ରାମରକ୍ଷୀକୁ ଅଟକ ରଖି ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି […]

ସଂପୂର୍ଣ୍ଣ ପଢନ୍ତୁ
Image 1735286018

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର

ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ […]

ସଂପୂର୍ଣ୍ଣ ପଢନ୍ତୁ
Bike Y

ଇ-ବାଇକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଗାଡ଼ି

ବ୍ରହ୍ମପୁର: ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ । ବ୍ରହ୍ମପୁରର ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ। ତୁଳସୀ ନଗର ଛକରେ ଥିବା ଶୋ’ ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପ୍ରାୟ ୧୨୦ଟି ଇ-ବାଇକ ପୋଡି ନଷ୍ଟ ହୋଇଯାଇଛଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ ଆଜି ସକାଳେ ଇଭି ଶୋ’ ରୁମରେ […]

ସଂପୂର୍ଣ୍ଣ ପଢନ୍ତୁ
Rn

ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି ।  ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି । ବିଲରେ ଧାନ କେଣ୍ଡା ଗଜା ହେଉଥିବା ବେଳେ ଏକର ଏକର ଫସଲ ଏବେ ପାଣିରେ ବୁଡିଛି । ଏଭଳି ସ୍ଥିତିରେ ଚାଷୀ ଉପରେ ଦୁଃଖର ପାହାଡ ଭାଙ୍ଗିଥିବା ବେଳେ ପୁଣି ଡରାଇଲାଣି ବର୍ଷା । […]

ସଂପୂର୍ଣ୍ଣ ପଢନ୍ତୁ
Image 1735282797

ବିମାନବନ୍ଦରରେ ଥିଲେ WHO ଚିଫ୍, ହେଲା ଅତର୍କିତ ଆକ୍ରମଣ

ଅଳ୍ପକେ  ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିଫ୍‌ ଟେଡ୍ରୋସ୍‌ ଏଡନାମ୍‌ । ୟମନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରୁ ଅଳ୍ପକେ ବର୍ତ୍ତିଛନ୍ତି ଏଡନାମ୍‌ । ଏହି ଆକ୍ରମଣରେ ଉକ୍ତ ବିମାନବନ୍ଦରରେ ଉପସ୍ଥିତ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଟେଡ୍ରୋସ୍‌ ନିଜ ସହଯୋଗୀଙ୍କ ସହ ଏକ ଫ୍ଲାଇଟ୍‌ରେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ଚାଳକଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Bhadrak Farmer

ବିଲ ମଝିରେ ଜଳିଗଲେ ଚାଷୀ, ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କଲେ ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏ ନେ ସି ନରସିଂପୁର ଗାଁ ର ଜଣେ ଚାଷି ବିଲକୁ ଯାଉଥୁବା ସମୟରେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ବିଲ ମଝିରେ ଜଳିଗଲେ ଚାଷୀ।  ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।   ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ ।  ପ୍ରମୋଦଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟୁତ ବିଭାଗର ଖାମ ଖିଆଲି ନୀତି ପାଇଁ  ଚାଷିର  ଜୀବନ  ଚାଲିଯାଇଛି ।  […]

ସଂପୂର୍ଣ୍ଣ ପଢନ୍ତୁ