3211bcf8 Ae65 425c 8f59 40c915418949

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ

ରାଜ୍ୟ
Share

କଟକ : କଟକ ଜଗତ ସିଂହପପୁର୍ ଜିଲ୍ଲା ଖେରସ ଗ୍ରାମର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମର ବୀର ପୁରୁଷ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟ ପୂଜା ଭବନ ରେ ଅନୁଷ୍ଠାନ ର ମୁଖ୍ୟ ପରାମର୍ଶ ଦାତା ସମାଜସେବୀ ସମ୍ମାନନୀୟ ପ୍ରଭାତ କୁମାର ଦେବତାଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି ।

ଉକ୍ତ ସ୍ମୃତି ଚାରଣ ସଭା ରେ ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ,ମହାସଚିବ ରୁଦ୍ର ନାରାୟଣ ଦାସ,ଶିକ୍ଷକ ମିହିର ରଞ୍ଜନ ନାୟକ, ସନ୍ତୋଷ କୁମାର ଭୋଇ ,ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ ର ୧୫ ଜଣ ଛାତ୍ର ଛାତ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠାନର ବରେଣ୍ୟ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *