କନ୍ଦରପୁର ଥାନାର ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଅଜିତ ପ୍ରସାଦ ମହାନ୍ତି ସମ୍ବର୍ଦ୍ଧିତ

ରାଜ୍ୟ
Share

କଟକ : ୭୭ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ କନ୍ଦରପୁର ଥାନାର ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଅଜିତ ପ୍ରସାଦ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |

କଟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି | ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ତାଙ୍କର ନିଜସ୍ବ ଜିଲ୍ଲା ପୁରୀରୁ କର୍ମମୟ ଜୀବନର ଆରମ୍ଭ କରି ଏବେ କମିଶନରେଟ୍ ପୁଲିସ ଅଧୀନରେ କାର୍ଯ୍ୟ କରୁଛନ୍ତି  | ତାଙ୍କର ଘର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ |

 

a91b187c-9721-41e2-9105-e0885e261331

Leave a Reply

Your email address will not be published. Required fields are marked *