ମୁମ୍ବାଇ ଓ ନଭିମୁମ୍ବାଇ ପରେ ଏବେ ଭାରତ ଦେଖିବ ତୃତୀୟ ମୁମ୍ବାଇ, ଫଡନବୀଶ କହିଲେ କେମିତି ଦେଖାଯିବ ନୂଆ ସହର
ମୁମ୍ବାଇ ୨୮।୧୨: ମୁମ୍ବାଇ ଓ ନଭି ମୁମ୍ବାଇ ପରେ ଏବେ ଦେଶରେ ହେବ ତୃତୀୟ ମୁମ୍ବାଇ ସହର। ନଭି ମୁମ୍ବାଇ ସଲଗ୍ନ ରାୟଗଡ଼ରେ ନୂଆ ସହରର ନିର୍ମାଣ ହେବ, ଯାହାଦ୍ୱାରା ମୁମ୍ବାଇ ଓ ନଭିମୁମ୍ବାଇ ଉପରେ ବଢୁଥିବା ଜନସଂଖ୍ୟାର ବୋଝ ହ୍ରାସ ହୋଇ ପାରିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ‘ତୃତୀୟ ମୁମ୍ବାଇ’ ହେବ ଭାରତର ଭାବି ବ୍ୟବସାୟୀକ ରାଜଧାନୀ। ମୁମ୍ବାଇ ଓ ନଭି ମୁମ୍ବାଇର ଜନସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଜନସଂଖ୍ୟା […]
ସଂପୂର୍ଣ୍ଣ ପଢନ୍ତୁ