ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରେ ଏବେ ଜଳଖିଆ ବ୍ୟବସ୍ଥା କଲେ ତାମିଲନାଡୁ ସରକାର
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୁକ୍ରବାର ଦିନ ରାଜ୍ୟରେ ମାଗଣା ଜଳଖିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଗଣା ମଧ୍ୟାହ୍ନ ଭୋଜନ ଯୋଜନାର ସଂପ୍ରସାରଣ। ଏହି ଜଳଖିଆ ଯୋଜନା ଆମ ପିଲାମାନଙ୍କ ଭବିଷ୍ୟତରେ ଏକ ନିବେଶ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କ […]
ସଂପୂର୍ଣ୍ଣ ପଢନ୍ତୁ