ବଳିବାମନ ପୀଠରେ ଚତୁର୍ଥ ପ୍ରହର ନାମଯଜ୍ଞ ସଂପୂର୍ଣ୍ଣ ରାଜ୍ୟ May 14, 2025NagarKhabarLeave a Comment on ବଳିବାମନ ପୀଠରେ ଚତୁର୍ଥ ପ୍ରହର ନାମଯଜ୍ଞ ସଂପୂର୍ଣ୍ଣ Shareଝଙ୍କଡ : ବଳିବାମନ ପୀଠରେ ଚତୁର୍ଥ ପ୍ରହର ନାମଯଜ୍ଞ ସମାପନ ହୋଇଯାଇଛି | ପ୍ରଭ ନୃସିଂହଙ୍କ ଜନ୍ମ ଉପଲକ୍ଷେ ଏହି ନାମ ଯଜ୍ଞ ଅନୁଷ୍ଠିତ ହେଉଥିଲା | ଦୁଇ ଦିନ ଧରି ନାମ କରାଯାଇଥିଲା | ପ୍ରଥମ କଳସ ଯାତ୍ରା ଓ ଅଧିବାସ, ଦ୍ଵିତୀୟ ଦିନ ସଂକୀର୍ତ୍ତନ ଅନୁଷ୍ଠିତ ହେଉଥିଲା |