D7c440ba D127 4e83 84b3 80f1aa2caa15

ରାଉତରାପୁର କ୍ରିକେଟ ଲିଗ୍‌ ଉଦ୍‌ଯାପିତ

ରାଜ୍ୟ
Share

କଟକ ସଦର :  ୪୨ମୋୖଜ଼ା ଉପକଣ୍ଠ ରାଉତରାପୁର ଗ୍ରାମରେ ଦୁଇଦିନ ଧରି ମୋଗଲ ସାହି ସିଜନ ଲିଗ ଏବଂ କ୍ରିକେଟ ଲିଗ ଅନୁଷ୍ଠିତ ହୋଇ ଯାଇଛି | ଗ୍ରାମର ଭାଇସ ପ୍ରେସିଡେଣ୍ଟ ମିର୍ଜା ସରାଫତ ହୋସେନ ବେଗ ସଭା ପରିଚାଳନା କରିଥିଲେ |  ଏହି ଲିଗ୍‌ରେ ମୋଟ ଆଠଟି ଟିମ ଅଂଶ ଗ୍ରହଣ କରିଥିଲେ |

ପ୍ରଥମ ଦିନ ରାଉତରାପୁର ରାଇଜିଙ୍ଗ ବିଜେତା ଟ୍ରଫି ଓ ରାଉତରାପୁର ନାଇଟ ରାଇଡ଼ର ରନର୍ସଅଫ ଟ୍ରଫି ପ୍ରଦାନ କରାଯାଇଛି |  ଉଦ୍ଘାଟନୀ ଓ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଓ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ସଭାପତି ପ୍ରଫେସର ଡ. ମନୋଜ କୁମାର ନାୟକ ଯୋଗ ଦେଇଥିଲେ |

ଗ୍ରାମର ପ୍ରେସିଡେଣ୍ଟ ଆୟୁବ ଆବେଦିନ ଖାଁ, ମିର୍ଜା କୟୁମ ବେଗ, ମିର୍ଜା ଜାନୁ ବେଗ, ମିର୍ଜ଼ ଶିରାଜ ବେଗ, ଅସ୍କର ଅଲି,ଚାନୀ, ସକିଲ ଏହମଦ,ଆକବର ଅଲି ବେଗ, ବାବୁ କମିଟି କାର୍ଯ୍ୟକର୍ତା ସାଜା, ଛୋଟୁ, ସୋହେଲ, ସଲମାନ, ଅଲମଗିର, ସମସୁଦ ବେଗ,ୟସର ଅଲ୍ଲୀ, ଜ଼ାହୀଦ, ସାହିଦ, ଅକିଫ, ଅରିଫ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *