6b19b30f C622 493a 8d65 8d6d91614721

ୟର୍ଣ୍ଣ ଇଣ୍ଟରନ୍ୟାସନାଲ ସ୍କୁଲର ସମର କ୍ୟାମ୍ପର ଉଦ୍‌ଯାପିତ

ରାଜ୍ୟ
Share

କଟକ ସଦର : ବୟାଳିଶ ମୌଜା ବେଣ୍ଟକାରସ୍ଥିତ ୟର୍ଣ୍ଣ ଇଣ୍ଟରନ୍ୟାସନାଲ ସ୍କୁଲର ସମର କ୍ୟାମ୍ପର ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜରତନ ଦାସ ଓ ସମର କ୍ୟାମ୍ପର ଆୟୋଜିକା ଶ୍ରୀମତୀ ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଡ. ଶ୍ରୀମତୀ ରାଜଶ୍ରୀ ମହାପାତ୍ର ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ସଦସ୍ୟମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ |

565fb5b0 A2b5 40de 9254 5b0055d02a03

ଏହି ଅବସରରେ ପିଲାମାନେ ଶିଖିଥିବା ନାଚ, ଗୀତ, ଯୋଗ, ବକ୍ତୃତା ଆଦି ମଞ୍ଚ ଉପରେ ପ୍ରଦର୍ଶନ କରିଥିଲେ |

Leave a Reply

Your email address will not be published. Required fields are marked *