Rwe

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ । ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ […]

ସଂପୂର୍ଣ୍ଣ ପଢନ୍ତୁ
Singh 1735231868

ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଦେଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
98759d14 74f3 4aee B1d7 C3c2f03166d1

ପର୍ଯ୍ୟଟନ ଋତୁ ଡିସେମ୍ବର ୨୫ ବଡଦିନରେ, ଝଙ୍କଡ଼ ସାରଳା ପୀଠରେ ଦୁର୍ଦ୍ଦଶା ଭୋଗିଲେ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ

ଝଙ୍କଡ଼  :  ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଗତ ଡ଼ିସେମ୍ବର ୨୫ ତାରିଖ ବୁଧବାର ବଡଦିନରେ, ପୂର୍ବ ଓଡିଶାର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ରାତି ପାହିଲାମାତ୍ରେ, ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ମାତ୍ର ବିଗତ ତିନିବର୍ଷ ପୁର୍ବରୁ ଆରମ୍ଭ ହୋଇଥିବା ସାରଳାପୀଠର ନବୀକରଣ କାର୍ଯ୍ୟ ଚାଲିଥିବାରୁ, ମନ୍ଦିର ସମ୍ମୁଖସ୍ଥ କନକପୁର ବଜାର ପଡ଼ିଆ ର କେତେକ ସ୍ଥାନରେ ଖୋଳାଯାଇ, ଖାଲ ଖମା ରେ ପରିଣତ ହୋଇଥିବାରୁ, ଯାତ୍ରୀବାହୀ ଟୁରିଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Zz

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ଦିବସ

କଟକ ୨୬।୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ବାର୍ଷିକୀ ଉଦ୍ଘାଟନୀ ସମାରୋହ କଟକ କଳା ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ଓ ଜାତୀୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ । ୧୯୨୫ ମସିହାରେ ସିପିଆଇ ପ୍ରତିଷ୍ଠା କରାଯାଇଥିବା ବେଳେ ଆଜିକୁ ୧୦୦ ବର୍ଷ ପୁରିଛି । ଏହି ଉପଲକ୍ଷେ ସାରା ରାଜ୍ୟରେ ଶତବାର୍ଷିକୀ ପାଳନ ହେଉଥିବା ବେଳେ ଆଜି କଟକରେ ମଧ୍ୟ ପାଳନ କରାଯାଇଛି । ଏହା […]

ସଂପୂର୍ଣ୍ଣ ପଢନ୍ତୁ
U11

ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ, କହିଲେ- ମହାପ୍ରଭୁଙ୍କ ଭୂମିରେ ୧୪ ମାସ କାମ କରିବାର ସୁଖଦ ଅନୁଭୂତି ରହିଲା

ଭୁବନେଶ୍ବର ୨୬।୧୨: ଓଡ଼ିଶା ଛାଡ଼ିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଦାୟ ଅବସରରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ କହିଥିଲେ, ୧୪ ମାସ ମହାପ୍ରଭୁଙ୍କ ଭୂମିରେ କାମ କରିବାର ସୁଖଦ ଅନୁଭୂତି ରହିଲା । ଏଠାକାର ଲୋକ ବହୁତ ଭଲ । ମୋର ପୁରା ଭରସା ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାର ଆହୁରି ଉନ୍ନତି ହେବ । ପୁଣି […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2024 12 26 At 7.22.52 Pm

ଇପ୍ସିତା ସାହୁଙ୍କୁ ଚାପୁଡ଼ା, ଶଙ୍ଖ ଭବନରେ ବିଜେଡି ମହିଳା କର୍ମୀ ହାତାହାତି

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଅପ୍ରତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଚରମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଥିଲା ଦଳର ମହିଳା କର୍ମୀ ହାତାହାତି ହୋଇଛନ୍ତି । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଦଳର ଅନ୍ୟ ଜଣେ ମହିଳା କର୍ମୀ ଚାପୁଡା ମାରିଛନ୍ତି । ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ତେବେ ଏହି ଅବସରର […]

ସଂପୂର୍ଣ୍ଣ ପଢନ୍ତୁ
Solo India

୨୦୨୩ରେ ଭାରତକୁ ଆ୨୦୨୩ରେ ଭାରତକୁ ଆସିଛନ୍ତି ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ, ୨.୩୧ ଲକ୍ଷ କୋଟି ଟଙ୍କା ହୋଇଛି ଆୟସିଛନ୍ତି ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ, ୨.୩୧ ଲକ୍ଷ କୋଟି ଟଙ୍କା ହୋଇଛି ଆୟ

ନୂଆଦିଲ୍ଲୀ : ଭାରତ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହି କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ଏହାସହ ବିଦେଶୀ ମୁଦ୍ରା ବଢାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଉଦ୍ୟମ ବଢିବା ସହ ବିଦେଶ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଯେଉଁଥି ଲାଗି ବିଦେଶୀ ମୁଦ୍ରା ଆୟ (ଏଫଇଇ) […]

ସଂପୂର୍ଣ୍ଣ ପଢନ୍ତୁ
Bjp 1735223898

‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍‌

ନୂଆଦିଲ୍ଲୀ : ବିଜେପି ନେତା ପରଭେଶ ବର୍ମା ଓ ପୂର୍ବତନ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଦିଲ୍ଲୀ ବିଧାନସଭାରେ ଭୋଟ ହାତେଇବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଛି ଆପ୍‌। ଏଥିପାଇଁ ଆଜି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୁଇ ବିଜେପି ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ଅଭିଯୋଗ ଦାଖଲ କରିଛନ୍ତି। ନୂଆଦିଲ୍ଲୀ ଆସନରେ ସେମାନେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ ହୋଇଥିବା ବେଳେ ଏଠାରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ […]

ସଂପୂର୍ଣ୍ଣ ପଢନ୍ତୁ
Puri

ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍‌ ରନ୍‌

ପୁରୀ : ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍‌ ରନ୍‌। ଏନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ। ଜାନୁଆରୀ ୨୦ରୁ ୨୨ ଭିତରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ନାଟ ମଣ୍ଡପ ଭିତରେ କିଭଳି ଭକ୍ତ ଶୃଙ୍ଖଳିତ […]

ସଂପୂର୍ଣ୍ଣ ପଢନ୍ତୁ
Tiger

୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର। ହେଲେ ଦୁଃଖର ବିଷୟ ବିଗତ ଦିନରେ ଦୁଇ ଦୁଇଟି ବାଘ ମୃତ୍ୟୁ ଓ ଶିକାରୀଙ୍କ ଫାସରେ ବାଘ ପଡିବା ଘଟଣା ବନବିଭାଗ ପାଇଁ ସୃଷ୍ଟି କରିଛି […]

ସଂପୂର୍ଣ୍ଣ ପଢନ୍ତୁ