ରାଜ୍ୟ ଖବର

ସାରଳାରୋଡ଼ରେ ସାରଳାପୀଠକୁ ରାସ୍ତାର ନାମଫଳକ ଵିଜ୍ଞାପନ କାମରେ ଲାଗୁନି

ଝଙ୍କଡ଼ :  କଟକ ପାରାଦ୍ୱୀପ ରାସ୍ତାର ଦୋସଡ଼ିକ ଛକ ରେ ବହୁବର୍ଷ ଧରି ପୂର୍ତ୍ତବିଭାଗ ତରଫରୁ, ଏଠାରେ ଥିବା ତୋରଣ ପାର୍ଶ୍ଵରେ ଲଗାଯାଉଥିବା, ସାରଳା ମନ୍ଦିର କୁ ରାସ୍ତା ଵିଜ୍ଞାପନ ରେ 4 କିଲୋମିଟର 500 ମିଟର ଲେଖାଯାଇ ଏକ ତୀରଚିହ୍ନ ମଧ୍ୟ ସୂଚିତ କରାଯାଇ ଥିଲାବେଳେ, ଆଉ କେତେକ ବିଜ୍ଞାପନ ରେ ପାଞ୍ଚକିଲୋମିଟର ଓ ଛଅ କିଲୋମିଟର ବୋଲି ଲେଖାଯାଇଥିଲା l ଏହାର ଯଥାର୍ଥ ସମୀକ୍ଷା କରାଯାଇ ନିର୍ଦ୍ଦିଷ୍ଟ କିଲୋମିଟର ସଂଖ୍ୟା ଏହି ତିନିଟି ବିଜ୍ଞାପନ […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]