ରାଜ୍ୟ ଖବର

କୋଷ୍ଟିମଲ୍ଲିକାପୁର ପଞ୍ଚାୟତରେ ମୁଖ୍ୟମନ୍ତୀ ଅନ୍ନପୂର୍ଣ୍ଣାଯୋଜନାର କାର୍ଡବଣ୍ଟନ

ଝଙ୍କଡ଼ :  ରାଜ୍ୟସରକାର ଙ୍କ ଦୁଇବର୍ଷପୂର୍ତ୍ତି ପାଳନ ଉପଲକ୍ଷେ, ଗତ ଶନିବାରଦିନ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକାପୁର ଗ୍ରାମପଞ୍ଚାୟତ ପରିସରରେ ଆୟୋଜିତ ପଞ୍ଚାୟତ ହିତାଧିକାରୀ ସମ୍ମିଳନୀ ରେ ଓ ସରପଞ୍ଚ ବିଭୁପ୍ରସାଦ ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପ୍ରାୟ ପଚାଶଜଣ ରୁ ଉର୍ଦ୍ଧ, ଯୋଗ୍ୟବିବେଚିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ, ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ, […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]