ରାଜ୍ୟ ଖବର

ସବୁ ପୌରାଂଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ, ସରକାର ଆଣିଲେ ଏସଓପି

ରାଜ୍ୟରେ ବୈଦ୍ୟୁତିକ ଯାନ ବା ଇଭି ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ପ୍ରଦୂଷଣମୁକ୍ତ ସବୁଜ ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସରକାରୀ ଅଫିସଗୁଡ଼ିକରେ ଭଡ଼ା ପାଇଁ ଇଭି ଗାଡ଼ି ବାଧ୍ୟତାମୂଳକ କରିବା ପରେ ଏବେ ରାଜ୍ୟର ସବୁ ସହରାଂଚଳରେ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ(Odisha)ର ସବୁ ମହାନଗର ନିଗମ, ପୌରପାଳିକା ଓ ଏନଏସିଗୁଡ଼ିକରେ ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ […]

ଦେଶବିଦେଶ

ଚଳିତ ଶିକ୍ଷାବର୍ଷରୁ ବୈଷୟିକ ଓ ମେଡିକାଲ ପାଠପଢ଼ାରେ ଏସସି-ଏସଟିଙ୍କୁ ଦ୍ୱିଗୁଣ ଓ ଏସଇବିସିଙ୍କୁ ମିଳିବ ୧୧.୨୫% ସଂରକ୍ଷଣ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ଦୀର୍ଘବର୍ଷର ତର୍କବିତର୍କ ଓ ଛକାପଞ୍ଝା ପରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବୃତ୍ତିଗତ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ଦ୍ଧିତ ସଂରକ୍ଷଣ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପ୍ରଥମଥର ପାଇଁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସୁବିଧା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣ ହାର ମଧ୍ୟ ବୃଦ୍ଧି ପାଇଛି। ଆଜି(ଜୁନ୍ ୨) ବିଧିବଦ୍ଧ ଭାବେ ଅନୁସୂଚିତ ଜାତି,ଜନଜାତି ଓ […]