ରାଜ୍ୟ ଖବର

ପାରମ୍ପରିକ ଲୋକକଳା “ପାଲା”କୁ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ଓ ଜନ ଜାଗରଣ

କଟକ : ଓଡିଶା ରାଜ୍ୟ କଳା ଓ ସଂସ୍କୃତି ସମ୍ପୂର୍ଣ ରାଜ୍ୟ ଅଟେ । ଏଥିପାଇଁ ଏହାର ସାରା ଭାରତ ବିଶ୍ୱ ରେ ମନ ମର୍ଯ୍ୟାଦା ରହିଛି । ଆମ ଓଡିଶାରେ ଏବେ ବହୁତ ପାଶ୍ଚାତ୍ୟ ନୃତ୍ୟ ଓ ହୀନମାନସିକତା ର ସଂଗୀତ କାର୍ଯ୍ୟକ୍ରମ କୁ ଆପଣାଇ ଯୁବଗୋଷ୍ଠୀ ଏବେ ପଥଭଷ୍ଟ । ଓଡିଶାର ଲୋକକଳା “ପାଲା” ମାଧ୍ୟମରେ ଶିକ୍ଷା,ସଂସ୍କୃତି,ଶାଳୀନତା,ବିଚାର ଓ ଆଧ୍ୟାତ୍ମିକତା ଭରପୁର ରହିଥିଲା ଯାହା ସମାଜ ଗଠନ ଓ ସଂସ୍କୃତି ସମ୍ପନ୍ନ ହେବା ପାଇଁ […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]