ରାଜ୍ୟ ଖବର

ଦୟାନିଧି ପ୍ରତିଭାବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପ୍ରତିଭା ପୂଜନ

କଟକ : ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରଜ ଗ୍ରାମରେ ଭ୍ରାମ୍ୟମାଣ ସେବାକାର୍ଯ୍ୟ କରାଯାଇଛି । ଗ୍ରାମର ମା’ ବଜ୍ରସୁନା ଗ୍ରାମଦେବତୀ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଶାଢ଼ି ଏବଂ ପୁରୁଷମାନଙ୍କୁ ଛତା ବଣ୍ଟନ କରାଯାଇଛି। ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଏବଂ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ନିଜ ପେନ୍‌ସନ୍‌ ଅର୍ଥରୁ କିଛି ସମାଜକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି ବୋଲି ତାଙ୍କ […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]