ରାଜ୍ୟ ଖବର

କଲ୍ୟାଣପୁର ଉତ୍ସବ ମୁଖର : ନାଚିଲେ, ଗାଇଲେ, ରଜଦୋଳିରେ ଖୁସି ମନେଇଲେ

ମାହାଙ୍ଗା  :  କଲ୍ୟାଣପୁର ଗାଁ’ ର କୁଆଁରୀ ଝିଅମାନେ କେବଳ ରଙ୍ଗ ଅଳତା ଲଗାଇ,ଦୋଳି ଖେଳି, ପିଠା ଖାଇ, ନୂଆ ପୋଷାକ ପିନ୍ଧି ରଜପର୍ବ ପାଳନ କରିନାହାନ୍ତି l ସେମାନେ ସାରା ଗାଆଁର ଆବାଳ ବୃଦ୍ଧ ବନିତା, ସମସ୍ତଙ୍କୁ ହରିଗୋସେଇଁଙ୍କ ବିଜେସ୍ଥଳୀରେ ଏକାଠି କରିଥିଲେ l ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇ, ପାରମ୍ପରିକ ନୃତ୍ୟ, ସଂଗୀତ, ଅଭିନୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l କଲ୍ୟାଣପୁର ଛୋଟିଆ ଗାଁ’ ଟିଏ […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]