ରାଜ୍ୟ ଖବର

ପାରାଦ୍ୱୀପ ତୈଳ ବିଶୋଧନାଗାର, ସିଏସଆର ର ବହୁମୁଖୀ ଗୋଷ୍ଠୀକେନ୍ଦ୍ରର ଉଦ୍‌ଘାଟନ

ତିର୍ତ୍ତୋଲ :  ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଠାରେ, ପାରାଦ୍ୱୀପ ତୈଳବିଶୋଧନାଗାର, ସି, ଏସ ଆର ପାଣ୍ଠିରୁ ତିରିଶଲକ୍ଷଟଙ୍କା ଆର୍ଥିକ ଅନୁଦାନ ରେ ନବନିର୍ମିତ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ର ଶୁଭ ଉଦଘାଟନ ଉତ୍ସବ ଗତ 19 ତାରିଖ ଶୁକ୍ରବାର ସନ୍ଧ୍ୟା ରେ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ର ମାନ୍ୟବର ସାଂସଦ ବିଭୁପ୍ରସାଦ ତରାଇ ମୁଖ୍ୟଅତିଥି ଭାବରେ ଯୋଗଦେଇ, ଅନୁଷ୍ଠାନିକ ଭାବେ ଏହି ପ୍ରକଳ୍ପ କୁ ଉଦଘାଟନ କରି, ପାରାଦ୍ୱୀପ ତୈଳବିଶୋଧନାଗାର […]

ଦେଶବିଦେଶ

1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]