ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ

ରାଜକନିକା: କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ ମାମଲାରେ ୩ଜଣ ଶିକ୍ଷକ ଏବଂ ଜଣେ ପିଅନ ଗିରଫ ହୋଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ବ ରଂଜନ ସାହୁ (୩୧), ରଶ୍ମୀରଂଜନ ବିଶ୍ବାଳ (୪୭), ମିନତୀ ବାଈ (୩୪) ଓ ପିଅନ୍‌ ରଶ୍ମୀରଂଜନ ରଣା (୩୨)। ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ

ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କି ଅନ୍ୟ କୌଣସି ଭତ୍ତା ପାଇଁ କାହାର ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବନି

ଭୁବନେଶ୍ବର ୨୦।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟ୍ ଅଭିଭାଷଣରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କି ଅନ୍ୟ କୌଣସି ଭତ୍ତା ପାଇଁ କାହାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଥିଲେ ରାଜ୍ୟପାଳ

ଭୁବନେଶ୍ବର ୨୦।୨: ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ତେବେ ବଜେଟ୍ ଉପସ୍ଥାପନ ଶୁଭ ପ୍ରତୀକ ଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକ ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଥିଲେ । ଏହି ସାକ୍ଷାତକାର ସମୟରେ ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ଆଗାମୀ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ବଜେଟ୍ : “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି, ୩ ବର୍ଷରେ ନିର୍ମାଣ ହେବ ୧୧ ଲକ୍ଷ ମେଟ୍ରିକ ଟନର ଆଧୁନିକ ଗୋଦାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକଙ୍କ ଆୟ ବୃଦ୍ଧିକୁ ସୁନିଶ୍ଚିତ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରମିକନେତା ତଥା ଆଧ୍ୟାତ୍ମିକବାଦୀ ଜିତେଶ ଚୌଧୁରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି 

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ତରଜଙ୍ଗା ପଞ୍ଚାୟତ ଅଧିନ ହାଜିପୁର ଗ୍ରାମର, ମା ସାରଳା ଙ୍କ ପରମଭକ୍ତ, ଗ୍ରାମଦେବତୀ ଥାନପତି ଙ୍କ ଭବ୍ୟମନ୍ଦିର ର ପ୍ରତିଷ୍ଠାତା ତଥା ପାରାଦ୍ୱୀପ ସାରକାରଖାନା ଷ୍ଟାପ ଆସୋସିଏସନ ର ପ୍ରତିଷ୍ଠାତାସଦସ୍ୟ ଓ କାର୍ଯକାରୀ ସଭାପତି ସ୍ବର୍ଗତ ଜିତେଶ ଚୌଧୁରୀ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଗତ ଗୁରୁବାର ସନ୍ଧ୍ୟାରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ବାଣ ବିସ୍ଫୋରଣରେ ୩ ଗୁରୁତର

କଟକ : ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ବିସ୍ଫୋରଣ। ଘଟଣାରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଜଗତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଜଗତପୁର ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମୋହନ; କହିଲେ, ଧାଡ଼ିଏ କହି ଖସିଯିବା ନେତା ମୁଁ ନୁହେଁ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଁ ପଳାୟନ ପନ୍ଥି ନୁହଁ, ଘରେ କି ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ଟାର୍ଗେଟ୍ କରି ମୋହନ ଆହୁରି କହିଛନ୍ତି ଯେ ମୁଁ ଦେଖିବାରେ ବିଗତ ୨୪ ବର୍ଷରେ ଗଣମାଧ୍ୟମ ପାଇଁ କେବେ ପୂର୍ବ ସରକାର ଖୋଲା ମଞ୍ଚରେ ଉତ୍ତର ଦେଇ ନାହାନ୍ତି। ମୁଁ ଖୋଲା […]

ସଂପୂର୍ଣ୍ଣ ପଢନ୍ତୁ

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ

ଭୁବନେଶ୍ବର: ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବ୍ରୁଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି। ଡ଼ା ନାୟକ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଗତବର୍ଷ ଠାରୁ ୭.୨ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ରାଜ୍ୟରେ ସରକାରୀ ଓ ବେସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ

୩୧ ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୩୧ଟି ନୂତନ ଜିଲ୍ଲା ଗଠନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭାଗକୁ ପ୍ରାପ୍ତ ହୋଇଛି। ତେବେ ଏଥିନେଇ […]

ସଂପୂର୍ଣ୍ଣ ପଢନ୍ତୁ