ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ। ସେଥିପାଇଁ ମାତ୍ର ୧୩ ହଜାର ୮୦୦ ଭୋଟରେ ଜିତିଲି। ସା˚ସଦ ପ୍ରାର୍ଥୀ ଅ˚ଶୁମାନ ମହାନ୍ତିଙ୍କୁ ଆଉ କେହି ନୁହେଁ, ଦଳ ହରାଇଦେଲା।’ ଦୁହୁରିଆସ୍ଥିତ ବାସଭବନରେ ଆଜି ଅପରାହ୍ଣରେ ଡେରାବିଶ ବ୍ଲକ୍‌ସ୍ତରୀୟ କର୍ମୀ ସମ୍ମିଳନୀରେ ଏଭଳି […]

ସଂପୂର୍ଣ୍ଣ ପଢନ୍ତୁ

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ […]

ସଂପୂର୍ଣ୍ଣ ପଢନ୍ତୁ

ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ

ଭୁବନେଶ୍ବର : ବିଜେଡିରୁ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ। ମୁଁ ନବୀନ କି ପାଣ୍ତିଆନ ବିରୋଧରେ କିଛି କହିନାହିଁ। କାହିଁକି ସେମାନଙ୍କର ରାଗ ମୋ ପ୍ରତି  ତାହା ମୁଁ ଜାଣିନାହିଁ। ଜିଲାର ବିକାଶ କଥା କହିଥିବାରୁ ମୋତେ  ନିଲମ୍ବନ  କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ । ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି। ଲୋକଙ୍କ ପାଇଁ କାମ କରିବି। ମୁଖ୍ୟମନ୍ତ୍ରୀ ହେଲେ ମୋ ସାନ ଭାଇ ବୋଲି ସନାତନ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି । ଜିମ୍ବାୱେ ଏବେ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି, ଯଦିଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ମହାଶିବରାତ୍ରିରେ ଶୈବପୀଠରେ ଭକ୍ତଙ୍କୁ ଅସୁବିଧା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେଡି ମୁଖପାତ୍ର

ଭୁବନେଶ୍ବର: ମହାଶିବରାତ୍ରିରେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି। ସୋମବାର ବିଜେଡି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ମୁଖପାତ୍ର କହିଛନ୍ତି ‘‘ଚଳିତ ବର୍ଷ ଶିବରାତ୍ରିରେ ଭକ୍ତ ନିରାଶ ହୋଇଛନ୍ତି । କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ବହୁ ଶୈବ ପୀଠରୁ ବହୁ ଅସୁବିଧା ଖବର ଆସିଛି । କେଉଁଠି ସେବାୟତ ସମସ୍ୟା ତ କେଉଁଠି ଭକ୍ତଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଏକୁଟିଆ ପାଇ କୁନି ପିଲାଟିକୁ ଟେକି ନେଉଥିଲା ଚୋର !

ବାରିପଦା: ମାତିଛି ଛୁଆ ଚୋରି ରାକେଟ୍ । ଦିନ ଆଲୁଅରେ  ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନେଇଛି ଚୋର। ଏମିତି ଏକ ଛୁଆ ଚୋରିର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଏମିତି ଏକ  ଘଟଣା ଘଟିଛି ବାରିପଦା ସହରର ଭଞ୍ଜପୁର ବଜାର ଉପରେ। ରବିବାର ଦିନ ୧.୩୦ ପାଖାପାଖି । ବାରିପଦା ୨ନମ୍ବର […]

ସଂପୂର୍ଣ୍ଣ ପଢନ୍ତୁ
Naveen

ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେଲେ ନବୀନ

ଭୁବନେଶ୍ବର: ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ । ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଧାନ, ମହାନଦୀ , ଭଳି ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବ ବିରୋଧୀ । ବିଜେଡି ବିଧାୟକ ଦଳ ବୈଠକ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ତଙ୍କୁ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଗତ ବଜେଟର ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। କେତୋଟି ବିଭାଗର ଅର୍ଥ ୮ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ, ୭୯ ବର୍ଷ ବୟସରେ ଦେହାନ୍ତ

ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ​​​​​​​ପୂର୍ବତନ ବିଧାୟିକା ଡ. ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ। ୭୯ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଆଜି ରାତି ୮ଟା ୫୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ମାହୋଲ ଖେଳି ଯାଇଛି।ବୁର୍ଲା ଭିମସାରର ପ୍ରଫେସର ଥିଲେ ରାସେଶ୍ଵରୀ। ସମ୍ବଲପୁରର ଥିଲେ ସେ ଲୋକପ୍ରିୟ ନେତ୍ରୀ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ବ୍ୟକ୍ତ କରିଛନ୍ତି। ​​​​​​​ମୁଖ୍ୟମନ୍ତ୍ରୀ ଏକ୍ସରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ AI ଭିଡିଓ କରିବା କଂଗ୍ରେସକୁ ପଡ଼ିଲା ମହଙ୍ଗା, ୯ ନେତାଙ୍କୁ ନୋଟିସ୍ ଜାରି

ନୂଆଦିଲ୍ଲୀ ୧୬।୨: କୁତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ତିଆରି କରାଯାଇଥିବା କଥିତ ଭିଡିଓକୁ ନେଇ ରାଜନୈତିକ ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କ ସମ୍ପର୍କିତ ସାମଗ୍ରୀ ସେୟାର କରିବା ଅଭିଯୋଗରେ ଲୋକସଭା ସଚିବାଳୟ କଂଗ୍ରେସର ୯ ଜଣ ନେତାଙ୍କୁ ନୋଟିସ୍ ଜାରି କରିଛି। ନେତାମାନଙ୍କୁ ବିଶେଷାଧିକାର ଭଙ୍ଗ ଓ ସଦନ ଅବମାନନା ଅଭିଯୋଗରେ ୩ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି। ଏହି ନୋଟିସ୍ ପାଇଥିବା ନେତାଙ୍କ ମଧ୍ୟରେ ଜୟାରାମ ରମେଶ, […]

ସଂପୂର୍ଣ୍ଣ ପଢନ୍ତୁ