ଘୋଷଯାତ୍ରା ପ୍ରସ୍ତୁତି: ଶେଷ ପର୍ଯ୍ୟାୟରେ ତିନି ରଥର ଚକ ନିର୍ମାଣ ସହ ଯୋଜା ଓ ମୁହାଁଟ ଚଉପଟ କାମ
ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାରେ ରଖି ଚକ ଗୁଡ଼ିକୁ ଅଖାରେ ବାନ୍ଧି ଚାଞ୍ଚ ଢାଙ୍କି ସାଇତିଛନ୍ତି । ତିନିରଥର ଭୂଇଁ ନିର୍ମାଣରେ […]
ସଂପୂର୍ଣ୍ଣ ପଢନ୍ତୁ