ଆମ ଗାଁ ସାହିତ୍ୟ ସଂସଦର ଷୋଡଶତମ ବାର୍ଷିକ ଉତ୍ସବ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକ, ପୁରୁଣା ବସନ୍ତ ପଞ୍ଚାୟତ ଅଧିନ ଦେଉଳସାହି ବାଲାନ୍ସ ସ୍ଥିତ, ଆମ୍ରକୁଞ୍ଜ ଏକ ପଲ୍ଲୀ ପରିବେଶ ମଧ୍ୟରେ ଜିଲ୍ଲାର ଅଗ୍ରଣୀ ସୃଜନ, ସଚେତନ ଓ ସଂଗ୍ରାମ ର ସାହିତ୍ୟ ଅନୁଷ୍ଠାନ, ଆମ ଗାଁ ସାହିତ୍ୟ ସଂସଦର ଷୋଡଶତମ ବାର୍ଷିକ ଉତ୍ସବ ଗତ ରବିବାରଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂସଦ ର ସଭାପତି ତଥା ପାରାଦ୍ୱୀପବନ୍ଦର ପ୍ରଶାସନ ର ପ୍ରାକ୍ତନ ସଚିବ ପ୍ରଭାତ ନନ୍ଦ ଙ୍କ ସଭାପତିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ଦାସଙ୍କ ସାହି, ବିଶ୍ଵଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର  :  ଏରଡ଼ଙ୍ଗା, ଦାସଙ୍କସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାରଦିନ ପୂର୍ବାହ୍ନ ରେ, ଦୋଳମହୋତ୍ସବ ଉପଲକ୍ଷେ ଏକ ସମ୍ବର୍ଦ୍ଧନାଉତ୍ସବ ଅନୁଷ୍ଠିତ ହୋଇଯାଇଛି  |  ସତ୍ୟନାରାୟଣ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵଶାନ୍ତି ମହାଯଜ୍ଞ କମିଟି ର ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ନୃସିଂହ ଚରଣ ଦାସ ଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ ଜେଏସଡବ୍ଲ୍ୟୁ ସ୍ଵତନ୍ତ୍ର ପରିଚୟ ଦେଇଛି

ପାରାଦୀପ : ପାରାଦୀପ ରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲର ବିକାଶ ମୂଳକ ପଦକ୍ଷେପ ପ୍ରକଳ୍ପ ସ୍ଥାପନ ପୂର୍ବରୁ ବିଭିନ୍ନ ଯୋଜନାରେ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମହିଳାଙ୍କୁ ଆତ୍ମ ନିର୍ଭରଶିଳତା ଠାରୁ ଆରମ୍ଭ କରି କୃଷି,ଶିକ୍ଷା,ସ୍ବାସ୍ଥ୍ୟ ଓ ଆଲୋକିକରଣ କ୍ଷେତ୍ରରେ ସାର୍ବଜନୀନ ସ୍ଥାନରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପହଞ୍ଚି ପାରିଛି। ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ପରିଚୟ ସ୍ଵତନ୍ତ୍ର। ମହିଳା ମାନଙ୍କୁ ଜେଏସଡବ୍ଲ୍ୟୁ ସ୍ଵତନ୍ତ୍ର ପରିଚୟ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ନବନିର୍ମାଣ କୃଷକ ସଂଗଠନର ବୈଠକ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ ସଂଗଠନ ର କର୍ମକର୍ତ୍ତା ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ନାଉସିରା ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ର ବ୍ଲକ ସ୍ତରୀୟ ବୈଠକ ଅଧିର କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସଂଗଠନ ର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବିଭିନ୍ନ ଧାନ ମଣ୍ଡି ରେ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ଓ ଅନିୟମିତତା ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ଏଥିସହ ନବ ନିର୍ମାଣ କୃଷକ ସଂଗଠନ କୁ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତର ଦତ୍ତେଶ୍ବର ହୋତା ଓ ଡ. ସଂତୃପ୍ତ ମିଶ୍ର ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ଡ. ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଡାକ୍ତର ଦତ୍ତ୍ବେଶ୍ବର ହୋତା ଓଡ଼ିଶାର ଜଣେ ବିଶିଷ୍ଟ ଚିକିତ୍ସକ ଓ ଶିକ୍ଷାବିତ୍ । ସେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ କାର୍ଯ୍ୟରତ। ୨୦୨୩ ମାର୍ଚ୍ଚରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ନୂତନ ଭାବେ ପ୍ରତିଷ୍ଠିତ OUHSର କୁଳପତି […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ

ଭୁବନେଶ୍ଵର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଉଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍‌ କ୍ୟାଣ୍ଡିଡେଟ୍‌ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିଲା। ନବୀନ ବାବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଉଚିତ ପଦକ୍ଷେପ ନେଇଛନ୍ତି । ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ୍‌ ଦେବା ସ୍ବାଗତଯୋଗ୍ୟ । ଡାକ୍ତର ଦତ୍ତେଶ୍ବର ଜଣେ ଯୋଗ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହେଲେ ପ୍ରଭାତ। ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି। ଏନେଇ ଦଳର ଉପସଭାପତି ପ୍ରତାପ ଜେନା ଦଳୀୟ ଚିଠି ଜାରି କରିଛନ୍ତି। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ବିକାଶ ମନ୍ଥନ ୧.୦: ଗଭର୍ଣ୍ଣାନ୍‌ସ ଇନ୍‌ ଆକ୍ସନ୍ ଉଦ୍‌ଯାପିତ : ୨୦ ମାସରେ ବିକାଶର ସବୁ କ୍ଷେତ୍ରରେ ଆମେ ପରିବର୍ତ୍ତନ ଆଣିଛୁ

ଭୁବନେଶ୍ୱର : ଗତ ୨୦ ମାସ ଧରି ରାଜ୍ୟ ସରକାର “ବିକଶିତ ଓଡ଼ିଶା- ବିକଶିତ ଭାରତ” ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଆୟୋଜିତ “ବିକାଶ ମନ୍ଥନ 1.0 : ଗଭର୍ଣ୍ଣାନ୍‌ସ ଇନ୍ ଆକ୍ସନ୍” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, […]

ସଂପୂର୍ଣ୍ଣ ପଢନ୍ତୁ

ସମାଜ ସଂସ୍କାର ଓ ସେବା କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରଶଂସନୀୟ ପଦକ୍ଷେପ

କଟକ (ନିସର୍ତ୍ତ ନ୍ୟୁଜ): ସାମାଜିକ ସଂସ୍କାର, ସେବା ଏବଂ ସାଂସ୍କୃତିକ ଚେତନାର ପ୍ରସାର କ୍ଷେତ୍ରରେ କଟକସ୍ଥିତ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏକ ଅନନ୍ୟ ଭୂମିକା ନିର୍ବାହ କରୁଛି। ମହାଭାରତୀୟ ଚିନ୍ତା ଓ ଚେତନାକୁ ଆଧାର କରି ଗଠିତ ଏହି ଟ୍ରଷ୍ଟ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା କରିବା ସହ ସାହିତ୍ୟ, ଶିକ୍ଷା ଏବଂ ସଂସ୍କୃତିର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ଟ୍ରଷ୍ଟ ପକ୍ଷରୁ ସମାଜରେ ସକରାତ୍ମକ ଭାବନା ଓ ଶୃଙ୍ଖଳା ଜାଗ୍ରତ କରିବା […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୬ ଫେବୃଆରୀ (ନିସର୍ତ୍ତ ନ୍ୟୁଜ): କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ