ଓଡ଼ିଶାରେ ମିଶିବ ଆନ୍ଧ୍ରର ୫ ଗାଁ !
ମାଲକାନଗିରି: ନିଜ ରାଜ୍ୟର ଗାଁକୁ ଅବହେଳା। ଓଡ଼ିଶା ଗାଁ ପ୍ରତି କିନ୍ତୁ ଦରଦ। ଆନ୍ଧ୍ର ସରକାରଙ୍କ ଏପରି ଦୋମୁହାଁ ନୀତିକୁ ବିରୋଧ କରିଛନ୍ତି ୫ଟି ଗାଁର ଲୋକ। ଓଡ଼ିଶାରେ ମିଶିବାକୁ ଆଗ୍ରହ ପ୍ରକାଶ କରି ମାଲକାନଗିରି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ମୌଳିକ ସୁବିଧା ଯୋଗାଇ ଦେବାକୁ ନିବେଦନ ପରେ କିଛି ଅଞ୍ଚଳକୁ ରାସ୍ତା ଓ ବିଦ୍ୟୁତ୍ ଯୋଗାଇଛି ଓଡ଼ିଶା। ଯାହା ଆନ୍ଧ୍ର ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତକୁ […]
ସଂପୂର୍ଣ୍ଣ ପଢନ୍ତୁ