Pd523bsbfadant2snkzv

ଜମିର ହେବ ନିର୍ଭୁଲ୍ ସର୍ଭେ; ଶୁଭାରମ୍ଭ ହେଲା ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’

ଖୋର୍ଦ୍ଧା: ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ଆଦି ଓଡ଼ିଶାର ଚାରୋଟି ସହରରେ ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ‘ନକ୍ସା’। ଦେଶର ୧୫୨ ଟି ସହରରେ ଏ ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର ୪ଟି ସହରକୁ ନିଆଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ଖୋର୍ଦ୍ଧାର ଟାଉନ ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଜିଲ୍ଲାପାଳ ଚଞ୍ଚଳ […]

ସଂପୂର୍ଣ୍ଣ ପଢନ୍ତୁ
Zel

ୟୁକ୍ରେନ ବିନା କରାଯାଇଥିବା ବୁଝାମଣାକୁ ମାନିବୁ ନାହିଁ : ଜେଲେନସ୍କି

କିବ୍ : ଋଷ ଓ ୟୁକ୍ରେନ ମଧ୍ୟରେ ଗତ କିଛି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଏବଂ ଅସ୍ତ୍ରବିରତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ମଙ୍ଗଳବାର (ଫେବୃଆରୀ ୧୮) ସାଉଦି ଆରବର ରିୟାଦରେ ରୁଷ୍ ଏବଂ ଆମେରିକୀୟ କୂଟନୀତିଜ୍ଞମାନେ ବୈଠକ କରୁଛନ୍ତି। ରୁଷ କହିଛି ଯେ ଆବଶ୍ୟକ ପଡ଼ିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବାକୁ ଇଚ୍ଛୁକ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁକ୍ରେନ ବିଷୟରେ […]

ସଂପୂର୍ଣ୍ଣ ପଢନ୍ତୁ
Raod

ରାଜ୍ୟର ୨ ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ । ଏହି ସମୟରେ, ମଙ୍ଗଳବାର ପୂର୍ବ ସରକାର ଉପରେ ବର୍ଷିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ପୂର୍ବ ସରକାର ଯୋଉ ଡିଣ୍ଡିମ ପିଟପୁଛନ୍ତି ଯେ, ଗତ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ ବଢିଛି ତାହା ସମ୍ପୂର୍ଣ୍ଣ ଭିତ୍ତି ହିନ । କାରଣ ତଥ୍ୟ ଆଉ କିଛି କହୁଛି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଏବେବି ରାଜ୍ୟର […]

ସଂପୂର୍ଣ୍ଣ ପଢନ୍ତୁ
University

ବିଧାନସଭାରେ କିଟ୍ ପ୍ରସଙ୍ଗ: ତାତିଲେ ବିଧାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ କିଟ୍ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ବାବୁ ସିଂ କହିଛନ୍ତି, କିଟ୍ ବହୁ ଜମିକୁ ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର […]

ସଂପୂର୍ଣ୍ଣ ପଢନ୍ତୁ
Kumbh

ମହାକୁମ୍ଭ ନଦୀରୁ ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି। ହେଲେ ଲୋକମାନେ ବୁଡ଼ ପକାଉଥିବା ନଦୀର ପାଣିରୁ ମିଳିଛି ମଣିଷ ଓ ପଶୁ ମଳର ଥିବା ଜୀବାଣୁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଜରିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କୁ ଏପରି ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମହାକୁମ୍ଭ ଚାଲିଥିବା ପ୍ରୟାଗରାଜର ବିଭିନ୍ନ ସ୍ଥାନର ନଦୀ ଜଳ ଗାଧୋଇବା ଯୋଗ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Kii

କ୍ଷମା ମାଗିଲା କିଟ୍, ଆନ୍ଦୋଳନ ବେଳେ ଦୁର୍ବ୍ୟବହାର ପାଇଁ ୩ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର: କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାରକୁ ନେଇ କ୍ଷମା ମାଗିଛନ୍ତି କିଟ୍ କୁଳପତି ପ୍ରଫେସର ଶରଣଜିତ୍ ସିଂ । ଘଟଣାରେ ଦୁଇ ଜଣ ହଷ୍ଟେଲ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କିଟ୍ କର୍ତ୍ତୃପକ୍ଷ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା, ସେନେଇ ଦୁଃଖ ପ୍ରକାଶ କରିଛନ୍ତି । ଦୁଇ ଅଧିକାରୀଙ୍କ ଟିପ୍ପଣୀ ଦାୟିତ୍ବହୀନ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Ml

ପୁଣି ଖଣ୍ଡ ଖଣ୍ଡ ହେବ ପାକିସ୍ତାନ : ମୌଲାନା ଫଜଲୁର

ଇସଲାମାବାଦ: ଇସଲାମିକ ଧର୍ମଗୁରୁ ତଥା ପାକିସ୍ତାନୀ ସାଂସଦ ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ୧୯୭୧ ମସିହାର ବିଭାଜନ କଥା ମନେ ପକାଇ ଦେଇଛନ୍ତି, ଯେତେବେଳେ ପୂର୍ବ ପାକିସ୍ତାନ ଭାଙ୍ଗି ବାଂଲାଦେଶ ହୋଇଯାଇଥିଲା। ସେ କହିଛନ୍ତି ଯେ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହୋଇପାରେ । ମୌଲାନା ଫଜଲୁର ରେହମାନ ଦାବି କରିଛନ୍ତି ଯେ ବେଲୁଚିସ୍ତାନର ୫ରୁ ୭ଟି ଜିଲ୍ଲା ସ୍ୱାଧୀନତା ଘୋଷଣା କରିପାରନ୍ତି। ଭାରତ-ପାକିସ୍ତାନ ଯୁଦ୍ଧକୁ ଉଲ୍ଲେଖ କରି ସେ ଚେତାବନୀ ଦେଇଛନ୍ତି ଯେ ପୁଣି ଥରେ ସମାନ […]

ସଂପୂର୍ଣ୍ଣ ପଢନ୍ତୁ
Pada Jatra

ରାଜ୍ୟ କଂଗ୍ରେସର ‘ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ‘ସଂକଳ୍ପ ପଦଯାତ୍ରା’ ଆରମ୍ଭ କରିଛି। ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ବେଳେ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ନେଇ ସମସ୍ତ ଦଳୀୟ ନେତା ଏବଂ କର୍ମୀ ସାମିଲ ହୋଇଛନ୍ତି। ଭକ୍ତ ଦାସଙ୍କ ଦିଲ୍ଲୀରୁ ଆସି ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆରମ୍ଭ ହୋଇଥିବା ସଂକଳ୍ପ ପଦଯାତ୍ରାରେ […]

ସଂପୂର୍ଣ୍ଣ ପଢନ୍ତୁ
Father News

ପୁଅର ଶାବଳ ମାଡ଼ରେ ବାପାର ମୃତ୍ୟୁ

ବାସୁଦେବପୁର: ବୁଢ଼ା ବୟସରେ ମୋତେ ଏ କି ଯନ୍ତ୍ରଣା ଦେଲ ଭଗବାନ ? ମୁଁ ତ କିଛି ଭୁଲ କରି ନଥିଲି । ପୁଅ ଜନ୍ମ କରିଥିଲି । ପୁଅ ଜନ୍ମ କରିବା କଣ ପାପ ଥିଲା କି ମୋର ? ମୋତେ କାହିଁକି ଏ ମରଣ ଦେଲ । ଭାବିଥିଲି ବୁଢ଼ା ବୟସରେ ମୋ ପୁଅ ମୋର ଯତ୍ନ ନେବ କିନ୍ତୁ ମୋ ପୁଅ ହିଁ ମୋ ଜୀବନ ନେଇଗଲା । ପିଲାବେଳେ ଏଇ କାନ୍ଧରେ ବସେଇ […]

ସଂପୂର୍ଣ୍ଣ ପଢନ୍ତୁ
Forest

୨ ଦଶନ୍ଧିରେ ଓଡ଼ିଶାରେ ଜଙ୍ଗଲ ଜମି ୪ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି ପାଇଛି

ଭୁବନେଶ୍ୱର: ଗତ ୨୦ ବର୍ଷରେ ଓଡ଼ିଶାର ଜଙ୍ଗଲ ଜମିର ପରିମାଣ ଏବଂ ସେହି ସମୟ ମଧ୍ୟରେ ବିକାଶ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର ସମ୍ପର୍କରେ ଆଜି ବିଧାନସଭାରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ, ଭାରତୀୟ ବନ ସର୍ଭେ ରିପୋର୍ଟ ଅନୁଯାୟୀ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଜଙ୍ଗଲ ଜମି ୪ ହଜାର […]

ସଂପୂର୍ଣ୍ଣ ପଢନ୍ତୁ