Chamoli 1

ଚମୋଲି ହିମସ୍ଖଳନ : ବଞ୍ଚିଲା ୪୬ ଜୀବନ, ସମସ୍ତ ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଧାମି

ଉତ୍ତରାଖଣ୍ଡ ଚମୋଲିର ମାଣାରେ ୩ ଦିନ ପୂର୍ବରୁ ହୋଇଥିବା ହିମସ୍ଖଳନର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି । ହିମଖଣ୍ଡ ତଳୁ ୪୬ ଜଣଙ୍କୁ ମିଳିଲା ନୂଆ ଜୀବନ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି । ଆହତ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଯୋଶୀମଠରେ ଥିବା ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । […]

ସଂପୂର୍ଣ୍ଣ ପଢନ୍ତୁ
Suresh

ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁଁ ରାଜସ୍ବ ହାନି ହେଉଛି । ଏଥିପାଇଁ କିପରି ପାର୍ଟ ବିକ୍ରି […]

ସଂପୂର୍ଣ୍ଣ ପଢନ୍ତୁ
Slap

ନିର୍ମାଣାଧୀନ ଘରର ସ୍ଲାବ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ

ଭଞ୍ଜନଗର : ନିର୍ମାଣାଧୀନ ଘରର ସ୍ଲାବ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଆସିକା ଥାନା କର୍ପୁର ନୁଆଁ ଗାଁରେ ଘଟିଛି ଏଭଳି ଘଟଣା । ଘଟଣାସ୍ଥଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ଜଣେ ଶ୍ରମିକ । ଘରର ଛାତ ପଡ଼ିଥିବା ବେଳେ, ତାହାର ସ୍ଲାବ ଖୋଲିବା ସମୟରେ, ସ୍ଲାବ ଖସିପଡିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ
Sw

ହେଡ୍ କୋଚ୍ ପଦରୁ ହଟିଲେ ଅଲମ୍ପିଆନ ସ୍ବିମର

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ହାଇ ପରଫର୍ମାନ୍ସ ସନ୍ତରଣ କେନ୍ଦ୍ରର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଅଶୋକ କୁମାର ପଣ୍ଡା (ଅତିରିକ୍ତ ସଚିବ), ଅମିତ କୁମାର ନାୟକ (ଉପସଚିବ), ସୋନାଲି ଚାନ୍ଦ (ଓଏସଡି) ଏବଂ ରୂପାନ୍ୱିତା ପଣ୍ଡା (ଅଣ୍ଡର ସେକ୍ରେଟାରୀ)ଙ୍କୁ ନେଇ ଗଠିତ […]

ସଂପୂର୍ଣ୍ଣ ପଢନ୍ତୁ
Murder 1

ହତ୍ୟା ପରେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଦେଇଗଲେ ଦୁର୍ବୃତ୍ତ

ମୋହନା : କୋହ ସମ୍ଭାଳି ହେଉନି କି ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଧର୍ଯ୍ୟହରା ପରିବାର ଲୋକେ । ତୁହାକୁ ତୁହା ଚେତାବୁଡି ଯାଉଛି ମହିଳାମାନଙ୍କର । ଏପଟେ ରାସ୍ତାଟା ସାରା ଜମିଛି ଭିଡ । ଏଡେ ବଡ ଭେଣ୍ଡିଆ ପୁଅକୁ କିଏ ଏମିତି ବିଭତ୍ସ ଭାବେ ମାରି ଶୁଆଇ ଦେଲା? ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ । ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା […]

ସଂପୂର୍ଣ୍ଣ ପଢନ୍ତୁ
Tr

ମୃତ୍ୟୁ ପରେ ବି ଅମର କୁନି ପୁଅ ଜନ୍ମେଶ

ଭୁବନେଶ୍ଵର: ଛୋଟିଆ ଜୀବନ ଦେଇଗଲା ମହାନତାର ଉଦାହରଣ । ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ । କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା । ଶିଶୁଟି ମାତ୍ର ଏକ ବର୍ଷର ହୋଇଥିବା ବେଳେ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ […]

ସଂପୂର୍ଣ୍ଣ ପଢନ୍ତୁ
America Discuss

ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ପ୍ରସ୍ତୁତ

ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ରାଜି ।  ଲଣ୍ଡନ ସମ୍ମିଳନୀରେ ଅବସରରେ ଏହା କହିଛନ୍ତି ଜେଲେନସ୍କି ।  ସେ କହିଛନ୍ତି ଆମେରିକା ସହ ଖଣି ଡିଲ୍ ପାଇଁ ଆମେ ପ୍ରସ୍ତୁତ ।  ଆମେରିକା ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ବୋଲି ମୁଁ ଆଶା କରୁଛି। କାରଣ ଏହା ଏକ ଦ୍ବିପାକ୍ଷିକ କାର୍ଯ୍ୟ । ଦୁଇ ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ପରେ ହ୍ବାଇଟ ହାଉସରୁ ବିଦା ହୋଇଥିଲେ ଜେଲେନସ୍କି ।  ଖଣି ରାଜିନାମାରେ […]

ସଂପୂର୍ଣ୍ଣ ପଢନ୍ତୁ
Women

ଆର୍ଥିକ ସଚେତନ ହେଉଛନ୍ତି ମହିଳା – ନୀତି ଆୟୋଗ ରିପୋର୍ଟ

ପୂର୍ବ ବର୍ଷ ତୁଳନାରେ ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ୪୨% ବୃଦ୍ଧି ପାଇଛି। ସୋମବାର ନୂଆଦିଲ୍ଲୀରେ ନୀତି ଆୟୋଗ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘From Borrowers to Builders: Women’s Role in India’s Financial Growth Story’ ଶୀର୍ଷକ ଏକ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରାୟ ୨୭ ନିୟୁତ ମହିଳା ସେମାନଙ୍କ ଆର୍ଥିକ କାରବାର ଉପରେ ନଜର ରଖିଥିଲେ। ଏହି ରିପୋର୍ଟକୁ ଉନ୍ମୋଚନ କରି ନୀତି ଆୟୋଗର […]

ସଂପୂର୍ଣ୍ଣ ପଢନ୍ତୁ
Suresa Pujari

ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର :  ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ । କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇ ରାସ୍ତା ଦେଖାଇବ ଓଡିଶା । ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Ku

ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।  ମୁଖ୍ୟମନ୍ତ୍ରୀଙ୍କ OSD ହୋଇଛନ୍ତି କୌଶିକ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ  କେନ୍ଦୁଝର ଏଡିଏମ ଥିବା  ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ […]

ସଂପୂର୍ଣ୍ଣ ପଢନ୍ତୁ