Meera

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା, କୁତ୍ସାରଟନାକୁ ନେଇ ଗଣମାଧ୍ୟମ ବିରୋଧରେ କଲେ ମାମଲା

କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା । ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ବିରୋଧରେ କଲେ ମାମଲା । ମୀରାଙ୍କୁ ନେଇ ଚାଲିଥିବା କୁତ୍ସାରଟନାକୁ ନେଇ ଏହି ମାମଲା ହୋଇଛି । ଏ ସବୁ ତୁରନ୍ତ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ମୀରା । ଜଣେ କ୍ୟାନ୍ସର ପୀଡ଼ିତ ଅଶୋକ ଚମ୍ପତ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି ମୀରା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ତାଙ୍କର ଚରିତ୍ର ସଂହାର କରିଛି ବୋଲି ମୀର ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ
Yi

ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସୋ’ ଆରମ୍ଭ କରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ ୩।୩: ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମାତା-ପିତାଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିବା ରଣବୀରଙ୍କୁ ସୁପ୍ରିମକୋର୍ଟ ଗୋଟିଏ ସର୍ତ୍ତରେ ‘ଦି ରଣବୀର ସୋ’ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରଣବୀରଙ୍କ ଗିରଫ ଉପରେ ସଂରକ୍ଷଣ ବଢାଇ ଦେଇଥିବା ବେଳେ ତାଙ୍କୁ ଗୌହାଟୀରେ ଯାଞ୍ଚରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ନିଜ ସୋ’ରେ ଶାଳିନତା ରକ୍ଷା କରିବା ସର୍ତ୍ତରେ […]

ସଂପୂର୍ଣ୍ଣ ପଢନ୍ତୁ
Ghasipura Thana

ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ

କେନ୍ଦୁଝର : କପି ପାଇଁ ବାଡାବାଡ଼ି ।  ଦୁଇ ଗୋଷ୍ଠୀ ମୁହାଁମୁହିଁ  ।  ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ ।  ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ । ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଙ୍କୁ କପି ଦେବାକୁ କେନ୍ଦ୍ରକରି ଘଷିପୁରା ଥାନା ବରିପାଳ ଓ […]

ସଂପୂର୍ଣ୍ଣ ପଢନ୍ତୁ
2 179 1740999510502

ଫେସ୍‌ବୁକ୍‌ରେ ବନ୍ଧୁତା, ଝଗଡ଼ା ଓ ମୋବାଇଲ୍ ଚାର୍ଜରରେ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଦିଲ୍ଲୀରୁ ଗିରଫ କରିଛି । ଜେରାରେ ସଚିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଏଥିରେ ଏହି ହତ୍ୟାକାଣ୍ଡର ପୂରା କାହାଣୀ ସାମନାକୁ ଆସିଛି । ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ସୁଟ୍‌କେସରେ ଭର୍ତ୍ତି କରି ସାମ୍ପଲା ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ସଚିନ ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ
Naba

ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଓ ବିଶାଲ, ହାଜର ହେବାକୁ କ୍ରାଇମବ୍ରାଞ୍ଚକୁ ମାଗିଲେ ମହଲତ

ଭୁବନେଶ୍ୱର  : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ ଓ ବିଶାଲ ଦାସ ।  ପରିବାରର କିଛି ଜରୁରୀ କାର୍ଯ୍ୟ ଥିବାରୁ ଆଜି ହାଜର ହେବେ ନାହିଁ ।  କେବେ ହାଜର ହେବେ ସେ ନେଇ ଜଣାଇବେ ବୋଲି ବିଶାଲ ସୂଚନା ଦେଇଛନ୍ତି ।  ଦୀପାଳି ଦାସ ମଧ୍ୟ ମହଲତ ଲୋଡ଼ିଛନ୍ତି । ବ୍ୟକ୍ତିଗତ କାରଣରୁ ଆଜି ଆସି ପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି ଦୀପାଳି […]

ସଂପୂର୍ଣ୍ଣ ପଢନ୍ତୁ
Capture 4 750x430

ରାଜ୍ୟରେ ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ

ଭୁବନେଶ୍ଵର: ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଆଲୋଚନ ସରିଛି । ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନା ଅନୁସାରେ, ମାର୍ଚ୍ଚ […]

ସଂପୂର୍ଣ୍ଣ ପଢନ୍ତୁ
Fis

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି ।  ବହୁ କଷ୍ଟରେ ମାଛଟିକୁ ଦୀଘା ମତ୍ସ୍ଯ ଅବତରଣ କେନ୍ଦ୍ରକୁ ଆଣିବା ପରେ ସେଠାରେ ଆନୁମାନିକ ଏକ ଲକ୍ଷ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି ।  ବିଶାଳକାୟ ମାଛକୁ […]

ସଂପୂର୍ଣ୍ଣ ପଢନ୍ତୁ
2 184 1740994743887

‘ସ୍କୁଲକୁ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍‌ ଆଣିବା ସମ୍ପୂର୍ଣ୍ଣ ବ୍ୟାନ୍ ଅସମ୍ଭବ’; ଗାଇଡଲାଇନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କରିବା ଏକ ବଡ଼ ସମସ୍ୟା ଉଭା ହୋଇଛି । ସ୍କୁଲରେ ଫୋନ୍ ବ୍ୟବହାର କରିବା ବ୍ୟାନ ଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବା ଅବାଞ୍ଛନୀୟ । ମାତ୍ର ଶିକ୍ଷା ବିଭାଗ ଏହା ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଇଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ
Attack

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି । ଘଟଣାଟି ହେଉଛି ଘର ମାଲିକଙ୍କ ଝିଅ, ଜ୍ୱାଇଁଙ୍କ ସହ ଜିମ୍ ମାଲିକଙ୍କ ବିବାଦ । ଯାହା ଏବେ ସୀମା ଲଙ୍ଘିଛି । ଅଭିଯୋଗ ଅନୁଯାୟୀ କୁଆଡେ ପ୍ରଥମେ ଜିମରେ […]

ସଂପୂର୍ଣ୍ଣ ପଢନ୍ତୁ
Tatto 768x393

ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ସହିଦ ନଗର ଥାନାରେ ଟାଟୁ କରିଥିବା ବିଦେଶିନୀ ଏବଂ ଟାଟୁ ଆଙ୍କିଥିବା ରକି ଟାଟୁ ନାଁରେ ଏତଲା ଦେଇଛନ୍ତି ଜଗନ୍ନାଥପ୍ରେମୀ । ମିଳିଥିବା ସୂଚନା ଅନୁସାରେ, ଜଂଘରେ ଟାଟୁ ଆଙ୍କିଥିବା ବିଦେଶିନୀ ଜଣଙ୍କ […]

ସଂପୂର୍ଣ୍ଣ ପଢନ୍ତୁ